ଦାଶରଥୀ ଗମାଙ୍ଗଙ୍କୁ କାରଣ ଦର୍ଶାଅ ନୋଟିସ୍ ଜାରି କଲା PCC ଶୃଙ୍ଖଳା କମିଟି
ଦାଶରଥୀ ଗମାଙ୍ଗଙ୍କୁ ସୋ କଜ୍ ନୋଟିସ୍। କାରଣ ଦର୍ଶାଅ ନୋଟିସ୍ ଜାରି କଲା PCC ଶୃଙ୍ଖଳା କମିଟି। ଆଜି ସନ୍ଧ୍ୟା ୬ଟା ସୁଦ୍ଧା ଦଳୀୟ କାର୍ଯ୍ୟାଳୟରେ ହାଜର ନିର୍ଦ୍ଦେଶ।ବ୍ୟକ୍ତିଗତ ଭାବେ ହାଜର ହୋଇ ଉତ୍ତର ଦେବାକୁ ନିର୍ଦ୍ଦେଶ। ନିର୍ଦ୍ଧାରିତ ସମୟରେ ନ ପହଞ୍ଚିଲେ, ଉତ୍ତର ନ ଦେଲେ କାର୍ଯ୍ୟାନୁଷ୍ଠାନ।













Click it and Unblock the Notifications