୨୦ ରେ ପୟାଶ୍ରାଦ୍ଧ ଓ ଦୀପାବଳି ପାଳନ କରାଯାଉ, ପ୍ରେସମିଟ୍‌ରେ ସ୍ପଷ୍ଟ କଲା ମୁକ୍ତି ପଣ୍ଡିତ ମହାସଭା

ଦୀପାବଳି ଦ୍ବନ୍ଦ୍ବରେ ପଡ଼ିଲା ପୂର୍ଣ୍ଣଚ୍ଛେଦ । ୨୦ ତାରିଖରେ ପାଳିତ ହେବ ଦୀପାବଳି ଅମାବାସ୍ୟା ଓ ପୟା ଶ୍ରାଦ୍ଧ । ସାମ୍ବାଦିକ ସମ୍ମିଳନୀ କରି ଦ୍ବନ୍ଦ୍ବ ଦୂର କଲେ ମୁକ୍ତି ମଣ୍ଡପ ପଣ୍ଡିତ ସେବା । କହିଲେ, ଜଗନ୍ନାଥ ପାଞ୍ଜିରେ କିଛି ଦ୍ବନ୍ଦ୍ବ ନାହିଁ , ଅନ୍ୟକିଛି ପଞ୍ଜିକାର ଦ୍ବନ୍ଦ୍ବ ବଢ଼ାଉଛନ୍ତି । ୨୦ ତାରିଖରେ ହିଁ ଦୀପାବଳି ଓ ପୟା ଶ୍ରାଦ୍ଧ ପାଳିତ ହେବ ।

Diwali should

ତେବେ କେବଳ ଦୀପାବଳି ନୁହେଁ, ପୂର୍ବରୁ ଅନେକ ପର୍ବପର୍ବାଣୀକୁ ନେଇ ପାଞ୍ଜିରେ ଭିନ୍ନ ଭିନ୍ନ ତାରିଖ ରହିଛି । କୁମାର ପୂର୍ଣ୍ଣିମା, ରାଖି ପୂର୍ଣ୍ଣିମା ଓ ଚନ୍ଦ୍ରଗ୍ରହଣ ପାଳନକୁ ନେଇ ମଧ୍ୟ ସାଧାରଣ ଲୋକେ ଆଶଙ୍କାରେ ଥିଲେ । ତେବେ କାହିଁକି ଏଭଳି ଭିନ୍ନ ଭିନ୍ନ ତାରିଖ ଆସୁଛି ? ମୁକ୍ତିମଣ୍ଡପ ପଣ୍ଡିତ ସଭା ଏବଂ ପାଞ୍ଜି ଗଣନାକାରୀଙ୍କ ମଧ୍ୟରେ ରହୁନି କି ସମନ୍ବୟ ? ପର୍ବପର୍ବାଣୀ ଏବଂ ଉତ୍ସବ ପାଳନ ପାଇଁ ଓଡ଼ିଆ ମାନେ ପାଞ୍ଜି ଦେଖନ୍ତି । କିନ୍ତୁ ଏବେ ପାଞ୍ଜିକୁ ଲୋକେ ବିଶ୍ବାସ କରିପାରୁ ନାହାନ୍ତି । ପାଞ୍ଜିର ବିଶ୍ବସନୀୟତାକୁ ନେଇ ଉଠିଛି ପ୍ରଶ୍ନ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+