୧୨ ଘଣ୍ଟିଆ ପାଟଣାଗଡ଼ ବନ୍ଦ ଡାକରା

Odisha News: ୧୨ ଘଣ୍ଟିଆ ପାଟଣାଗଡ଼ ବନ୍ଦ ଡାକରା ଦିଆଯାଇଛି । ପାଟଣାଗଡ଼କୁ ରେଳ ଲାଇନ୍ ଏବଂ ବାଇପାସ୍ ଦାବିରେ ସିଟିଜେନ୍ ଫୋରମ୍ ପକ୍ଷରୁ ଏହି ବନ୍ଦ ପାଳନ କରାଯାଇଛି । ବଲାଙ୍ଗିର-ନୂଆପଡ଼ା ଭାୟା ପାଟଣାଗଡ଼ ଦେଇ ନୂଆ ରେଳ ଲାଇନ୍ ପାଇଁ ଦାବି କରାଯାଇଛି । ବନ୍ଦ ଡାକରା ପାଳନ କରାଯାଉଛି । ସମସ୍ତ ଦୋକାନ ବଜାର ଏବଂ ଗାଡ଼ିଚଳାଚଳ ବନ୍ଦ ରହିଛି ।

Patnagarh bandh

ତେବେ ଏହି ବନ୍ଦ ପାଳନରୁ ଅତି ଜରୁରୀ ସେବାକୁ ବାଦ ଦିଆଯାଇଛି । ଏହା ପ୍ରଥମ ଥର ନୁହେଁ ପୂର୍ବରୁ ମଧ୍ୟ ପାଟଣାଗଡ଼ରେ ନୂତନ ରେଳ ଲାଇନ୍ ପାଇଁ ଦାବି କରାଯାଇ ବନ୍ଦ ଡାକରା ଦିଆଯାଇଛି । ୨୦୧୪ ମସିହାରେ କେନ୍ଦ୍ର ସରକାର ଏହି ପ୍ରକଳ୍ପର ଲୋକେସନ ସର୍ଭେ ପାଇଁ ମଞ୍ଜୁର କରିଥିଲେ। ଯାହା ପରେ ଜମି ଚିହ୍ନଟ ମଧ୍ୟ ସରିଛି ଯେଉଁଥି ପାଇଁ ୨.୫ କୋଟି ଟଙ୍କା
ଅନୁମୋଦନ ମିଳିସାରିଛି । ହେଲେ ଆଜି ପର୍ଯ୍ୟନ୍ତ କାମ ଆରମ୍ଭ ହୋଇ ନାହିଁ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+