Get Updates
Get notified of breaking news, exclusive insights, and must-see stories!

କଟକ SCB ଛାତରୁ ସିଲିଂ ଖସି ରୋଗୀ ଆହତ

କଟକ ବଡ଼ ମେଡିକାଲରେ ବଡ଼ ଅଘଟଣ ଘଟିଛି । ମେଡିକାଲ ଛାତରୁ ସିଲିଂ ଖସିପଡ଼ିବା କାରଣରୁ ଜଣେ ରୋଗୀ ଗୁରୁତର ହୋଇଛନ୍ତି । ସୂଚନା ମୁତାବକ ପୁରୁଣା ମେଡିସିନ ୱାର୍ଡର ସିଲିଂ ଖସିପଡ଼ିବାରୁ ରୋଗୀ ଜଣଙ୍କ ଗୁରୁତର ହୋଇପଡ଼ିଛନ୍ତି । ପୁରୁଣା ମେଡିସିନ ୱାର୍ଡର ପ୍ରଥମ ମହଲାରୁ ସିଲିଂ ଖସି ଜଣେ ରୋଗୀଙ୍କ ମୁଣ୍ଡ ଉପରେ ପଡ଼ିଥିଲା । ଅଘଟଣ ଘଟିବା ପରେ ତୁରନ୍ତ ରୋଗୀ ଜଣଙ୍କୁ ଅନ୍ୟ ଏକ ୱାର୍ଡକୁ ସ୍ଥାନାନ୍ତର କରାଯାଇଛି ।

Cuttack SCB roof

ସରକାର ରାଜ୍ୟର ସ୍ୱାସ୍ଥ୍ୟସେବାକୁ ଉନ୍ନତ କରିବାକୁ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି । ହେଲେ କିଛି ଦୁର୍ନୀତିଖୋର ଲୋକଙ୍କ ପାଇଁ କଟକ ଏସସିବି ଭଳି ଗୋଟିଏ ବଡ଼ ସରକାରୀ ହସ୍ପିଟାଲରେ ବାରମ୍ବାର ଏଭଳି ଘଟଣା ଘଟିବା ରୋଗୀ ଓ ତାଙ୍କ ସମ୍ପର୍କୀୟଙ୍କ ପାଇଁ ଚିନ୍ତାର କାରଣ ପାଲଟିଛି ।

ସଦ୍ୟ ସୂଚନା ମୁତାବକ ଯେଉଁ ରୋଗୀଙ୍କ ମୁଣ୍ଡରେ ସିଲିଂ ଖସିଲା, ସେ ଅତ୍ୟନ୍ତ ଗୁରୁତର ଅବସ୍ଥାରେ ଭେଣ୍ଟିଲେଟରରେ ଚିକିତ୍ସିତ

More From
Prev
Next
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+