ଲିଫ୍ଟରେ ଚାପି ହୋଇ ରୋଗୀ ମୃତ
Odisha News: ଲିଫ୍ଟରେ ଚାପି ହୋଇ ରୋଗୀ ମୃତ । ଏପରି ଅଭାବନୀୟ ଘଟଣା ଭଦ୍ରକ ମେଡିକାଲରେ ଦେଖିବା ପାଇଁ ମିଳୁଛି । ମିଳିଥିବା ସୂଚନା ଅନୁସାରେ,ଭଦ୍ରକ ବ୍ଲକ ଅନ୍ତର୍ଗତ ରାନ୍ଦିଆ ଅଞ୍ଚଳର ମିନତୀ ପରିଡା ଚିକିତ୍ସା ପାଇଁ ଭଦ୍ରକ ମେଡିକାଲ ଆସିଥିଲେ ଯେଉଁ ସମୟରେ ସେ ଲିଫ୍ଟଟରେ ମେଡିସିନ ୱାର୍ଡକୁ ଯାଉଥିବା ବେଳେ ଲିଫ୍ଟଟରେ ଚାପି ହୋଇ ତାଙ୍କର ମୃତ୍ୟୁ ଘଟିଛି । ଖବର ପାଇଁ ଘଟଣା ସ୍ଥଳରେ ଟାଉନ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।













Click it and Unblock the Notifications