ଏମ୍ସ ହସ୍ପିଟାଲରେ ରୋଗୀଙ୍କ ଆତ୍ମହତ୍ୟା !

Odisha News: ଭୁବନେଶ୍ୱର ଏମ୍ସ ହସ୍ପିଟାଲରେ ରୋଗୀ ଆତ୍ମହତ୍ୟା କରିଥିବା ନେଇ ଅଭିଯୋଗ । ଅର୍ଥୋପେଡିକ୍ ବିଭାଗ ୱାର୍ଡ ଭିତରେ ଫ୍ୟାନରେ ଗାମୁଛା ଲଗାଇ ଝଆତ୍ମହତ୍ୟା କରିଛନ୍ତି । ମୃତକ ହେଲେ ଯାଜପୁର ଜିଲ୍ଲା ଅଟଳପୁର ଗାଁର ୭୦ ବର୍ଷୀୟ ବୃଦ୍ଧ । ସେ ଡିସେମ୍ବର ୫ରେ ଏମ୍ସରେ ଭର୍ତ୍ତି ହୋଇଥିଲେ ।

AIIMS Hospital
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+