ଓଲଟିଲା ଯାତ୍ରୀବାହୀ ବସ୍‌; ୨୦ରୁ ଊର୍ଦ୍ଧ୍ବ ଗୁରୁତର

କାମାକ୍ଷାନଗର: ଓଲଟିଲା ଯାତ୍ରୀବାହୀ ବସ୍‌; ୨୦ରୁ ଊର୍ଦ୍ଧ୍ବ ଗୁରୁତର । ତୁମୁସିଂହା ଥାନା କନ୍ତିଓକାଟେଣିଠାରେ ଓଲଟି ପଡ଼ିଲା ବସ୍ । ରେଙ୍ଗାଲିର ଶାଖା କେନାଲରେ ବସ୍‌ ଓଲଟିପଡ଼ିଥିବା ସୂଚନା ।
ପରଜଙ୍ଗ ଅଞ୍ଚଳରୁ ଭୁବନେଶ୍ବର ଯାଉଥିବା ବେଳେ ଦୁର୍ଘଟଣା । ୫୦ରୁ ଅଧିକ ଯାତ୍ରୀଙ୍କୁ ନେଇ ଯାଉଥିଲା ଘରୋଇ ବସ୍ । କାମାକ୍ଷାନଗର ଅଗ୍ନିଶମ ବାହିନୀ ଦ୍ବାରା ଉଦ୍ଧାର କାର୍ଯ୍ୟ । ଗୁରୁତର ଅଁଳାବେରେଣୀ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି ।

Passenger bus overturns over 20 seriously injured

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+