ମଝି ଚିଲିକାରେ ପୁଣି ଫସିଲା ଯାତ୍ରୀବାହୀ ଡଙ୍ଗା: ଡଙ୍ଗାରେ ଅଛନ୍ତି ୫୦ରୁ ଊର୍ଦ୍ଧ୍ବ ଯାତ୍ରୀ
କୃଷ୍ଣପ୍ରସାଦ: ମଝି ଚିଲିକାରେ ପୁଣି ଫସିଲା ଯାତ୍ରୀବାହୀ ଡଙ୍ଗା। ଡଙ୍ଗାରେ ଅଛନ୍ତି ୫୦ରୁ ଊର୍ଦ୍ଧ୍ବ ଯାତ୍ରୀ, ୧୫ଟି ବାଇକ୍। ସାତପଡ଼ାରୁ ଜହ୍ନିକୁଦା ଯିବା ବେଳେ ମଏଁସା ନିକଟରେ ଅଟକିଲା। ଡଙ୍ଗାରେ ଯାନ୍ତ୍ରୀକ ତ୍ରୁଟି ଯୋଗୁଁ ଅଟକିଛି, ଉଦ୍ଧାର ପାଇଁ ଉଦ୍ୟମ।













Click it and Unblock the Notifications