ଜାନୁଆରୀ ୧୭ରେ ପରିକ୍ରମା ପ୍ରକଳ୍ପ ପ୍ରତିଷ୍ଠା, ସୂଚନା ଦେଲେ ଗଜପତି ମହାରାଜା

ପୁରୀ: ଜାନୁଆରୀ ୧୭ରେ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ପ୍ରତିଷ୍ଠା ହେବ । ଏନେଇ ସୂଚନା ଦେଲେ ଗଜପତି ମହାରାଜା । ଆଜି ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର କାର୍ଯ୍ୟର ସମୀକ୍ଷା କରିବା ପରେ ଗଜପତି ମହାରାଜା ଏନେଇ ସୂଚନା ଦେଇଛନ୍ତି । ଶ୍ରୀସେତୁ ଜଗନ୍ନାଛ ବଲ୍ଲଭ ପାର୍କିଂର କାର୍ଯ୍ୟ ମଧ୍ୟ ଅନୁଧ୍ୟାନ କଲେ ଗଜପତି ।

ସୂଚନାଅନୁସାରେ, ଆସନ୍ତାକାଲି ଗଜପତିଙ୍କ ଅଧ୍ୟକ୍ଷତାରେ ବସିବା ପାଇଁ ଯାଉଛି ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକ । ଯାହା ପୂର୍ବରୁ ଆଜି ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଏବଂ ଜଗନ୍ନାଥ ବଲ୍ଲଭ କାର୍ଯ୍ୟର ସମୀକ୍ଷା କରିଛନ୍ତି ଗଜପତି ମହାରାଜା ।

puni

ପ୍ରଥମେ ଜଗନ୍ନାଥ ବଲ୍ଲଭରେ ହେଉଥିବା ମଲ୍ଟି ଲେଭର ପାର୍କିଂ, ତୀର୍ଥଯାତ୍ରୀ କେନ୍ଦ୍ର ନିର୍ମାଣ, ୩୭ ଶହ ବର୍ଗଫୁଟର ଧ୍ୟାନ ଯୋଗ କେନ୍ଦ୍ର, ୧୮୪ଟି ଦୋକାନ, କାର ପାର୍କିଂ କାର୍ଯ୍ୟର ସମୀକ୍ଷା କରିଖିଲେ ଗଜପତି ମହାରାଜା ଦିବ୍ୟସଂହଦେବ । ସମୀକ୍ଷା ବେଳେ ଗଜପତି ମହାରାଜାଙ୍କ ସହ ଉପସ୍ଥିତ ଥିଲେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଓ ଉପଜିଲ୍ଲାପଳ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+