For Quick Alerts
Turn On Notification  
For Daily Alerts
Oneindia App Download

ପରୀ ହତ୍ୟାକାଣ୍ଡ: ଅଭିଯୁକ୍ତକୁ 3 ଦିନିଆ ରିମାଣ୍ଡରେ ନେଲା ଏସ୍‌ଆଇଟି

ବନ୍ଧା ହୋଇଛି ବହୁଚର୍ଚ୍ଚିତ ନୟାଗଡ ପରି ହତ୍ୟା ମାମଲାର ଅଭିଯୁକ୍ତ । ଅଭିଯୁକ୍ତ ସରୋଜ ସେଠୀକୁ ତିନି ଦିନିଆ ରିମାଣ୍ଡରେ ନେଇଛି ଏସ୍‌ଆଇଟି ।

|

ଭୁବନେଶ୍ବର: ବନ୍ଧା ହୋଇଛି ବହୁଚର୍ଚ୍ଚିତ ନୟାଗଡ ପରି ହତ୍ୟା ମାମଲାର ଅଭିଯୁକ୍ତ । ଅଭିଯୁକ୍ତ ସରୋଜ ସେଠୀକୁ ତିନି ଦିନିଆ ରିମାଣ୍ଡରେ ନେଇଛି ଏସ୍‌ଆଇଟି । ନୟାଗଡ଼ ଜେଲରୁ ତାକୁ ରିମାଣ୍ଡରେ ନେଇଥିବା ବେଳେ ଏସ୍‌ଆଇଟି ଟିମ୍ ଅଭିଯୁକ୍ତଠାରୁ ଆଉ ଅଧିକ ତଥ୍ୟ ବାହାର କରିବ ବୋଲି ସୂଚନା ମିଳୁଛି ।

pari murder case

ଏହି ମାମଲାରେ ଆଉ କାହାର ସଂପୃକ୍ତି ରହିଛି କି ନାହିଁ ସେନେଇ ଟିମ୍ ପକ୍ଷରୁ ତନାଘନା କରାଯିବ । ଚାରି ଦିନ ରିମାଣ୍ଡ ପାଇଁ ଆବେଦନ କରାଯାଇଥିବାବେଳେ ତିନି ଦିନ ରିମାଣ୍ଡ ପାଇଁ ଅନୁମତି ଦେଇଛନ୍ତି ପୋକ୍ସୋ କୋର୍ଟ ।

ଅପରାଧରେ ଆଉ କାହାର ସଂପୃକ୍ତି ରହିଛି ସେ ନେଇ ଅଭିଯୁକ୍ତ ମୁହଁରୁ ସତ ବାହାର କରିବ ଏସଆଇଟି । କୁନି ଝିଅର ହତ୍ୟା ପଛରେ ଏକାଧିକ ଲୋକଙ୍କ ସଂପୃକ୍ତି ନେଇ ସନ୍ଦେହ କରାଯାଉଛି । ତେଣୁ ଏ ସମସ୍ତ ଦିଗକୁ ନେଇ ତଦନ୍ତ କରୁଛି ଏସଆଇଟି ।

ଆମକୁ ଫୋଲୋ କରନ୍ତୁ
Instagram Youtube
English summary
pari murder case: SIT Take Accused on 3 Day Remand
ସର୍ବଶେଷ ସମ୍ବାଦ ପ୍ରାପ୍ତ କରନ୍ତୁ
Enable
x
Notification Settings X
Time Settings
Done
Clear Notification X
Do you want to clear all the notifications from your inbox?
Settings X