Get Updates
Get notified of breaking news, exclusive insights, and must-see stories!

ପରୀ ହତ୍ୟାକାଣ୍ଡ: ଅଭିଯୁକ୍ତକୁ 3 ଦିନିଆ ରିମାଣ୍ଡରେ ନେଲା ଏସ୍‌ଆଇଟି

ବନ୍ଧା ହୋଇଛି ବହୁଚର୍ଚ୍ଚିତ ନୟାଗଡ ପରି ହତ୍ୟା ମାମଲାର ଅଭିଯୁକ୍ତ । ଅଭିଯୁକ୍ତ ସରୋଜ ସେଠୀକୁ ତିନି ଦିନିଆ ରିମାଣ୍ଡରେ ନେଇଛି ଏସ୍‌ଆଇଟି ।

ଭୁବନେଶ୍ବର: ବନ୍ଧା ହୋଇଛି ବହୁଚର୍ଚ୍ଚିତ ନୟାଗଡ ପରି ହତ୍ୟା ମାମଲାର ଅଭିଯୁକ୍ତ । ଅଭିଯୁକ୍ତ ସରୋଜ ସେଠୀକୁ ତିନି ଦିନିଆ ରିମାଣ୍ଡରେ ନେଇଛି ଏସ୍‌ଆଇଟି । ନୟାଗଡ଼ ଜେଲରୁ ତାକୁ ରିମାଣ୍ଡରେ ନେଇଥିବା ବେଳେ ଏସ୍‌ଆଇଟି ଟିମ୍ ଅଭିଯୁକ୍ତଠାରୁ ଆଉ ଅଧିକ ତଥ୍ୟ ବାହାର କରିବ ବୋଲି ସୂଚନା ମିଳୁଛି ।

pari murder case

ଏହି ମାମଲାରେ ଆଉ କାହାର ସଂପୃକ୍ତି ରହିଛି କି ନାହିଁ ସେନେଇ ଟିମ୍ ପକ୍ଷରୁ ତନାଘନା କରାଯିବ । ଚାରି ଦିନ ରିମାଣ୍ଡ ପାଇଁ ଆବେଦନ କରାଯାଇଥିବାବେଳେ ତିନି ଦିନ ରିମାଣ୍ଡ ପାଇଁ ଅନୁମତି ଦେଇଛନ୍ତି ପୋକ୍ସୋ କୋର୍ଟ ।

ଅପରାଧରେ ଆଉ କାହାର ସଂପୃକ୍ତି ରହିଛି ସେ ନେଇ ଅଭିଯୁକ୍ତ ମୁହଁରୁ ସତ ବାହାର କରିବ ଏସଆଇଟି । କୁନି ଝିଅର ହତ୍ୟା ପଛରେ ଏକାଧିକ ଲୋକଙ୍କ ସଂପୃକ୍ତି ନେଇ ସନ୍ଦେହ କରାଯାଉଛି । ତେଣୁ ଏ ସମସ୍ତ ଦିଗକୁ ନେଇ ତଦନ୍ତ କରୁଛି ଏସଆଇଟି ।

More From
Prev
Next
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+