ପାରାଦୀପର ନେହେରୁବଙ୍ଗଳା ମୁହାଣରେ ଅଘଟଣ ୭ ମତ୍ସ୍ୟଜୀବୀ ନିଖୋଜ, ଉଦ୍ଧାର କାର୍ଯ୍ୟ ଜାରି

ପାରାଦୀପ: ପାରାଦୀପରୁ ଆସିଲା ବଡ ଖବର । ସ୍ଥାନୀୟ ନେହେରୁବଙ୍ଗଳା ମୁହାଣ ମୁହଁରେ ଶୁକ୍ରବାର ଅଘଟଣ ଘଟିଛି। ୭ ଜଣ ମସ୍ଥ୍ୟଜୀବୀ ନିଖୋଜ ହୋଇଛନ୍ତି। ଉଦ୍ଧାରକାରୀ ଟିମ୍‌ ଦୀର୍ଘ ସମୟ ପର୍ଯ୍ୟନ୍ତ ଉଦ୍ଧାର ପାଇଁ ଉଦ୍ୟମ କରିଛନ୍ତି।

Paradip

ସୂଚନା ଅନୁସାରେ ଆଜି ସନ୍ଧ୍ୟାରେ ଶ୍ରୀକ୍ଷେତ୍ର-୩ ବୋଟ୍‌ଟି ମାଛ ଧରି ଫେରୁଥିବା ବେଳେ ଏହାର ଇଞ୍ଜିନରେ ହଠାତ ତ୍ରୁଟି ଦେଖା ଯାଇଥିଲା। ପାଖରେ ଥିବା ବୋଟ୍‌ ଗୋପାଳଜୀଉ ବୋଟ୍‌ ତାକୁ ଏକ ଦଉଡ଼ି ସାହାଯ୍ୟରେ ବାନ୍ଧି ଟାଣି ଆଣିଥିବା ବେଳେ ମୁହାଣ ମୁହଁରେ ହଠାତ ଦଉଡିଟି ଛିଡ଼ି ଯାଇଥିଲା। ‌

ବୋଟ୍‌ଟି ଦୂର ସମୁଦ୍ର ଭିତରକୁ ଭାସି ଯାଇଥିବା କୁହାଯାଉଛି। ବୋଟରେ ୭ ଜଣ ମତ୍ସଜୀବୀ ଥିବା ବେଳେ ଅନ୍ଧାର ହେଇଯାଇଥିବାରୁ ସେମାନଙ୍କର ଖୋଜ ଖବର ମିଳିନାହିଁ। ଉଦ୍ଧାର କାର୍ଯ୍ୟରେ ବାଧା ପ୍ରାପ୍ତ ହୋଇଛି।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+