ଉତ୍ତେଜନାକୁ ଦୃଷ୍ଟିରେ ରଖି ବଢ଼ିଲା ପାରାଦୀପ ବନ୍ଦର ସୁରକ୍ଷା
ଉତ୍ତେଜନାକୁ ଦୃଷ୍ଟିରେ ରଖି ବଢ଼ିଲା ପାରାଦୀପ ବନ୍ଦର ସୁରକ୍ଷା । ପାରାଦୀପ ବନ୍ଦର ସୁରକ୍ଷା ସ୍ତର ୨କୁ ବୃଦ୍ଧି କରାଗଲା । ସୁରକ୍ଷା ସ୍ତର ବୃଦ୍ଧି ସହ ସମସ୍ତ ଜାହାଜ ଉପରେ କଡ଼ା ନଜର । ସୁରକ୍ଷାକର୍ମୀ ସଂଖ୍ୟା ବୃଦ୍ଧି, ପାଟ୍ରୋଲିଂ କଡ଼ାକଡ଼ି ।
ସବୁ ATM ସ୍ବାଭାବିକ ଭାବେ ଚାଲୁଛି କହିଲା SBI । ATM ସହ ଡିଜିଟାଲ ସେବା ସ୍ବାଭାବିକ ଚାଲୁଛି । କୌଣସି ଗୁଜବକୁ ବିଶ୍ବାସ ନକରିବାକୁ SBIର ପରାମର୍ଶ।
SBI ପ୍ରତ୍ୟେକ ଭାରତୀୟଙ୍କ ପାଇଁ ବ୍ୟାଙ୍କର ଆମର ସମସ୍ତ ATM, CDM/ADWM ଏବଂ ଡିଜିଟାଲ୍ ସେବା ସମ୍ପୂର୍ଣ୍ଣ ଭାବରେ କାର୍ଯ୍ୟକ୍ଷମ ଏବଂ ସାଧାରଣ ବ୍ୟବହାର ପାଇଁ ଉପଲବ୍ଧ ।
ଦୟାକରି ଯାଞ୍ଚ ନ ହୋଇଥିବା ସୂଚନା ଉପରେ ନିର୍ଭର କରନ୍ତୁ ନାହିଁ। ଯେକୌଣସି ପ୍ରଶ୍ନ ପାଇଁ, ଦୟାକରି ଆପଣଙ୍କର ନିକଟସ୍ଥ ଶାଖା ସହିତ ଯୋଗାଯୋଗ କରନ୍ତୁ କିମ୍ବା ଆମର ଟୋଲ୍ ଫ୍ରି ନମ୍ବର 1800 1234, 1800 2100, 1800 11 2211, 1800 425 3800 ରେ ଆମ ସହିତ ଯୋଗାଯୋଗ କରନ୍ତୁ।

ଆତଙ୍କିତ ନହେବାକୁ IOCL ପକ୍ଷରୁ ପରାମର୍ଶ । ଦେଶସାରା ଇଣ୍ଡିଆନ ଅଏଲର ପ୍ରଚୁର ଇନ୍ଧନ ମହଜୁଦ୍ ଅଛି। ଯୋଗାଣ ଲାଇନଗୁଡ଼ିକ ସୁଗମ ଭାବରେ କାର୍ଯ୍ୟ କରୁଛି। ସମସ୍ତ ଆଉଟଲେଟରେ ଇନ୍ଧନ ଏବଂ ଏଲପିଜି ସହଜରେ ଉପଲବ୍ଧ ବୋଲି କହିଛି IOCL ।
-
IPS ସୌମେନ୍ଦ୍ର ପ୍ରିୟଦର୍ଶୀଙ୍କୁ ରଥଯାତ୍ରା ଦାୟିତ୍ୱ -
କ୍ଷେପଣାସ୍ତ୍ର ମାଡ଼ରେ ଗୋଡ଼ ହରାଇଲେ ଇରାନର ନୂଆ ସୁପ୍ରିମ ଲିଡର୍ -
ଇରାନ ରାଷ୍ଟ୍ରପତିଙ୍କ ସହ କଥା ହେଲେ ମୋଦି, କହିଦେଲେ.. -
ଯୁଦ୍ଧ ବନ୍ଦ ପାଇଁ ଆମେରିକା ଆଗରେ ଏହି ୩ ସର୍ତ୍ତ ରଖିଲା ଇରାନ -
ଟିଏମସି ପ୍ରତିନିଧିଙ୍କୁ ସମୟ ଦେଲେନି ରାଷ୍ଟ୍ରପତି -
ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ବିରୋଧରେ ଥାନାରେ ଏତଲା -
ପୁଣି ଖସିଲା ସୁନା-ରୂପା ରେଟ୍ -
ଆସନ୍ତା ୧୫ରୁ ରାଜ୍ୟରେ ବିଜୁଳି ଘଡ଼ଘଡ଼ି ସହ ବର୍ଷା! -
ଫାରୁକ୍ ଅବ୍ଦୁଲ୍ଲାଙ୍କ ବିରୋଧରେ ଜାମିନ ବିହୀନ ଗିରଫ ପରୱାନା -
ଆସନ୍ତା ଶିକ୍ଷା ବର୍ଷରୁ ତୃତୀୟରୁ ଅଷ୍ଟମ ଶ୍ରେଣୀ ପିଲାଙ୍କୁ ମିଳିବ ଶାରୀରିକ ଶିକ୍ଷା -
ଯୁଦ୍ଧ ପ୍ରଭାବ ; ମହଙ୍ଗା ହେବ ପାଣି, ବଢିଲା ଠିପି ଦର -
ମିଳୁନି ସିଲିଣ୍ଡର ; ଘରେ ଲୁଚାଇ ରଖିଥିଲେ ୫୫ ଗ୍ୟାସ୍ ସିଲିଣ୍ଡର, ଜବତ କଲା ପ୍ରଶାସନ












Click it and Unblock the Notifications