୨୦୨୬ ପୂର୍ବରୁ ପଞ୍ଚାୟତ ପୁନର୍ଗଠନ ହେବ, କହିଲେ ପଞ୍ଚାୟତରାଜ ମନ୍ତ୍ରୀ
୨୦୨୬ ପୂର୍ବରୁ ପଞ୍ଚାୟତ ପୁନର୍ଗଠନ ହେବ କହିଲେ ପଞ୍ଚାୟତରାଜ ମନ୍ତ୍ରୀ। ପଞ୍ଚାୟତ ନିର୍ବାଚନ ପୂର୍ବରୁ ପଞ୍ଚାୟତ ପୁନର୍ଗଠନ ହେବ । ୨୦୨୯ ସାଧାରଣ ନିର୍ବାଚନ ପୂର୍ବରୁ ବ୍ଲକ ପୁନର୍ଗଠନ ହେବ । ପଞ୍ଚାୟତକୁ ସୁଦୃଢ଼ କରିବାକୁ କାଲି ରାଜ୍ୟପାଳ ଏନେଇ ପ୍ରସ୍ତାବ ଦେଇଛନ୍ତି ।ଏହାଦ୍ବାରା ଲୋକଙ୍କ ପାଖରେ ସହଜରେ ଯୋଜନା ପହଞ୍ଚିବ ବୋଲି ମନ୍ତ୍ରୀ କହିଛନ୍ତି।













Click it and Unblock the Notifications