Get Updates
Get notified of breaking news, exclusive insights, and must-see stories!

ମୂଷା ଖୋଜୁଛି ପଞ୍ଚାୟତିରାଜ ବିଭାଗ

ପଞ୍ଚାୟତିରାଜ ବିଭାଗ ଖୋଜୁଛି ମୂଷା , ପୁରୁଣା ମୂଷା ହେଉ କି ନୂଆ ମୂଷା, ଦଣ୍ଡ ପାଇବା ନିଶ୍ଚିତ ବୋଲି କହିଲେ ପଞ୍ଚାୟତରାଜ ମନ୍ତ୍ରୀ । କହିଲେ , ବିଭାଗରେ ମୂଷା ହୁଅନ୍ତୁ କି ବିରାଡ଼ି ସମସ୍ତେ ଆଇନ ଆଗରେ ସମାନ । ଆମେ ଏଭଳି ମୂଷାଙ୍କୁ ଖୋଜୁଛୁ ଯିଏ କି ଏବେ ଭିଜିଲାନ୍ସରେ ଧରାପଡିଛନ୍ତି ।

rabi nayak

ଦୁର୍ନୀତି ପାଇଁ ମୁଁ ନିଜେ ୯ ଜଣ ଜେଇଇ ଓ ବିଡ଼ିଓଙ୍କୁ ନିଳମ୍ବନ କରିଛି । ଆମକୁ କିଛି ଅଭିଯୋଗ ଆସିଥିଲା , ଏହା ପରେ ବିଭାଗ ତଦନ୍ତ ନିର୍ଦ୍ଦେଶ ଦେଇଛି । ଯିଏ ଦୁର୍ନୀତି କରିବ ତା ଉପରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କହିଛନ୍ତି ପଞ୍ଚାୟତରାଜ ମନ୍ତ୍ରୀ ରବି ନାଏକ ।

More From
Prev
Next
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+