ପାକିସ୍ତାନୀ ମହିଳାଙ୍କୁ ଭୁବନେଶ୍ବର ଛାଡ଼ିବାକୁ ନିର୍ଦ୍ଦେଶ, ୪୮ ଘଣ୍ଟାରେ ଭାରତ ଛାଡ଼

ଓଡ଼ିଶାରେ ଥିବା ପାକିସ୍ତାନୀଙ୍କୁ ତାଙ୍କ ଦେଶକୁ ତଡ଼ିବା ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଯାଇଛି । ଏ ନେଇ ସୂଚନା ଦେଲେ ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ । ରାଜ୍ୟରେ ଥିବା ସମସ୍ତ ପକିସ୍ତାନୀ ନାଗରିକଙ୍କୁ ଚିହ୍ନଟ କରାଯାଇଛି । ଏ ନେଇ ସମସ୍ତ ପ୍ରକାର ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି ।

pruthiraj harichanda

ଏ ପ୍ରକ୍ରିୟାରେ କୌଣସି ପ୍ରକାର ବିବାଦ ନ ଥିବା କହିଛନ୍ତି ମନ୍ତ୍ରୀ । ଗତକାଲି କେନ୍ଦ୍ର ଗୃହମନ୍ତରୀ ଅମିତ ଶାହା ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା କରିଥିଲେ । ରାଜ୍ୟରେ ଥିବା ପାକିସ୍ତାନୀମାନଙ୍କୁ ବାହାର କରିବା ପାଇଁ ଶାହା ନିର୍ଦ୍ଦେଶ ଦେଇଥିଲେ । ଯାହାପରେ ପ୍ରତ୍ୟେକ ରାଜ୍ୟର ସରକାର ଏ ନେଇ ତତ୍ପରତାର ସହ ଏ ନେଇ କାର୍ଯ୍ୟ କରୁଛନ୍ତି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+