ବ୍ରହ୍ମପୁରରେ ପାକିସ୍ତାନ ମହିଳା , ଦେଶ ଛାଡ଼ିବାକୁ ନୋଟିସ

ବ୍ରହ୍ମପୁରରେ ରହୁଥିବା ଜଣେ ପାକିସ୍ତାନୀ ମହିଳାଙ୍କୁ ନୋଟିସ । ଟାଉନ ଥାନା ଅଞ୍ଚଳରେ ରହୁଥିବା ମହିଳାଙ୍କୁ ଦେଶ ଛାଡ଼ିବାକୁ ନୋଟିସ ଦେଲା ପୋଲିସ ।ନୋଟିସ ସହ ମହିଳାଙ୍କ ଘରେ ପହଞ୍ଚି ଭିସା ଯାଞ୍ଚ କଲା ପୋଲିସ । ମିଲିଟାରୀ ଲାଇନ ବଡ଼ ମସଜିଦ୍‌ ସାହିରେ ରହୁଛନ୍ତି ମହିଳା । ଓଡ଼ିଶାରେ ୨୫ ବର୍ଷରୁ ଅଧିକ ହେବ ପରିବାର ସହ ରହୁଛନ୍ତି । କିଛି ବର୍ଷ ପୂର୍ବେ ମହିଳାଙ୍କ ସ୍ବାମୀଙ୍କ ମୃତ୍ୟୁ ହୋଇଛି । ମହିଳା ଜଣଙ୍କ ନିଜ ସାନ ଝିଅ ସହ ଏଠାରେ ରହୁଛନ୍ତି ।

Pakistani woman
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+