ପଲଗାମ ଆତଙ୍କବାଦୀ ଆକ୍ରମଣରେ ପ୍ରାୟ ହରାଇଥିବା ପ୍ରଶାନ୍ତ ଶତପଥୀଙ୍କ ଘରେ NIA ଟିମ୍ । NIAର ୩ ଜଣିଆ ଟିମ୍ ବାଲେଶ୍ୱର ଈସାଣୀ ଗାଁରେ ପହଞ୍ଚିଛି । nbsp;ପ୍ରଶାନ୍ତଙ୍କ ପତ୍ନୀ ଓ ପୁଅଙ୍କୁ ପଚରାଉଚରା କରୁଛି ଏନଆଇଏ ଟିମ୍ ।