ପଦ୍ମପୁର: ବିଜୟ ପରେ ଶାଶୂ ଶ୍ୱଶୂରଙ୍କର ଆଶୀର୍ବାଦ ନେଲେ ବର୍ଷା ସିଂ ବରିହା
ପଦ୍ମପୁର: ବିଜୟୀ ପରେ ଶାଶୂ ଶ୍ୱଶୂରଙ୍କର ଆଶୀର୍ବାଦ ନେଲେ ବର୍ଷା ସିଂ ବରିହା
ପଦ୍ମପୁର: ବୃହତ ବ୍ୟବଧାନରେ ବିଜୟୀ ହୋଇଛନ୍ତି ବିଜେଡି ପ୍ରାର୍ଥୀ ବର୍ଷା ସିଂ ବରିହା । ପଦ୍ମପୁରର ନବ ନିର୍ବାଚିତ ବିଧାୟିକା ବର୍ଷା ବିଜୟୀ ପରେ ଶ୍ୱଶୁର ରମା ବଳିଆର ସିଂହଙ୍କର ଆଶୀର୍ବାଦ ନେବା ପାଇଁ ପହଁଛନ୍ତି । ସେପଟେ ବେଶ୍ ଆନନ୍ଦରେ ବୋହୂକୁ ସ୍ୱାଗତ କଲେ ଶାଶୂ ଓ ଶ୍ୱଶୂର । ବର୍ଷାଙ୍କୁ ସ୍ୱାଗତ କରି ଶ୍ୱଶୂର ତଥା ବିଜେପି ନେତା ରମା ବଳିଆର ସିଂ କହିଛନ୍ତି ଯେ, ଅନେକ ପରିବାରରରେ ଭିନ୍ନ ଦଳର ଲୋକ ଥାନ୍ତି, ଏହା ସ୍ୱଭାବିକ କଥା, ସେ ତାଙ୍କ ଦଳ ପାଇଁ କାମ କରିବେ ମୁଁ ମୋ ଦଳ ପାଇଁ କାମ କରିବି ।'

ବୋହୂର କର୍ତ୍ତବ୍ୟ ସାରି ଭୁବନେଶ୍ୱର ଅଭିମୁଖେ ବାହାରିଛନ୍ତି ବାର୍ଷା । ଆଜି ବର୍ଷା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ସାକ୍ଷାତ କରିବାର କାର୍ଯ୍ୟକ୍ରମ ରହିଛି । ମୁଖ୍ୟମନ୍ତ୍ରୀଙ୍କୁ ଭେଟି ଆଶୀର୍ବାଦ ନେବେ ବର୍ଷା ସଂ ବରିହା । ଆପଣଙ୍କୁ ଜଣାଇବା ପାଇଁ ଚାହିଁବୁ ଯେ ବିଜେଡି ପ୍ରାର୍ଥୀ ବର୍ଷାଙ୍କ ପାଇଁ ପ୍ରଚାର ମଇଦାନଙ୍କୁ ଓହ୍ଲାଇଥିଲେ ମୁଖ୍ୟମନ୍ତ୍ରୀ । ଗତକାଲି ବିଜୟ ହାସଲ କରିବା ପରେ ବର୍ଷାଙ୍କ ସହ ଫୋନରେ କାଥା ହୋଇ ଶୁଭେଚ୍ଛା ଜଣାଇଥିଲେ ମୁଖ୍ୟମନ୍ତ୍ରୀ ।
ସୂଚନାଥାଉ ଯେ, ୪୨୦୬୫ ଭୋଟରେ ବିଜେଡି ପ୍ରାର୍ଥୀ ବର୍ଷା ସିଂ ବରିହା ବିଜୟୀ ହୋଇଛନ୍ତି । ମୋଟ ୧,୧୯,୫୧୨ ଖଣ୍ଡ ଭୋଟ ପାଇଲେ ବର୍ଷା । ବିଜେପି ପ୍ରାର୍ଥୀ ପ୍ରଦୀପଙ୍କୁ ମିଳିଲା ୭୭, ୪୪୭ ଖଣ୍ଡ ଭୋଟ । ସେହିପରି କଂଗ୍ରେସକୁ ୩୫୩୧ ଖଣ୍ଡ ଭୋଟ୍ ମିଳିଛି ।
-
ଟି୨୦ ବିଶ୍ୱକପରେ ଇତିହାସ ରଚିଲା ଭାରତ , ଗମ୍ଭୀରଙ୍କ ପାଇଁ ଇନଷ୍ଟା ପୋଷ୍ଟ୍ କଲେ ଧୋନୀ -
ଘରୋଇ ମାଟିରେ ଭାରତର ବଡ଼ ବିଜୟ, ଖୁସିରେ ଝୁମିଲେ ବିରାଟ -
ଭେନେଜୁଏଲାରୁ ୧୦୦ ନିୟୁତ ଡଲାର ମୂଲ୍ୟର ସୁନା ପାଇଛି ଆମେରିକାର ; ଗୃହ ସଚିବ -
ସାବଧାନ! ହାଡ଼କୁ ଦୁର୍ବଳ କରୁଛି ଏହି ସବୁ ଜିନିଷ -
ପାକିସ୍ତାନରେ ବଡ଼ ବିପର୍ଯ୍ୟୟ: ସ୍କୁଲ ଦୁଇ ସପ୍ତାହ ପାଇଁ ବନ୍ଦ, ଦରମା ୨୫% ହ୍ରାସ -
ଇରାନ ସହିତ ରୁଷ ଦୃଢ଼ ଭାବରେ ଛିଡା ହେବ; ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ -
ଅନ୍ତର୍ଜାତୀୟ ମହିଳା ଦିବସରେ ଆର୍ଟସ୍ ଅଫ୍ ଉଇଭିଂର ପ୍ରଥମ ସ୍ଥାପନା ଦିବସ ପାଳିତ -
ଆସିଲା ଗ୍ରୀଷ୍ମ ଋତୁ, ଏହି ସବୁ ସମସ୍ୟା ଥିଲେ ଭୁଲରେ ବି ଖାଆନ୍ତୁ ନାହିଁ ତରଭୁଜ -
UAE ରାଷ୍ଟ୍ରଦୂତଙ୍କ ବଡ ବୟାନ ; କହିଲେ ପ୍ରଧାନମନ୍ତ୍ରୀ ଗୋଟାଏ ଫୋନ୍ କଲ ଯୁଦ୍ଧରେ ଲଗାଇ ପାରିବ ବ୍ରେକ -
ମାର୍ଚ୍ଚ ୨୮ରୁ ଆଇପିଏଲ ଆରମ୍ଭ -
କେଜରିୱାଲଙ୍କ ସହ ଅନ୍ୟ ୨୩ ଜଣଙ୍କୁ ନୋଟିସ୍ ଜାରି କଲେ ହାଇକୋର୍ଟ -
ଭାରତରେ ମହିଳା କଣ୍ଠଶିଳ୍ପୀଙ୍କ ଗୀତ ଖୁବ୍ କମ୍ ଦେଖିବାକୁ ମିଳିଥାଏ ,ଜାଣନ୍ତୁ କାହିଁକି ଏମିତି କହିଲେ ଲୋକପ୍ରିୟ କଣ୍ଠଶିଳ୍ପୀ ଶ୍ର











Click it and Unblock the Notifications