ସମଲେଶ୍ୱରୀ ମନ୍ଦିରରେ ପାନ-ଗୁଡୁଖା ମନା
ସମ୍ବଲପୁର: ନୂଆବର୍ଷ ଆରମ୍ଭ ହେବା ସହ ଅନେକ ନିୟମ ପରିବର୍ତ୍ତନ ହୋଇଯାଇଛି । ଏଣିକି ସମଲେଶ୍ୱରୀ ମନ୍ଦିରରେ ପାନ-ଗୁଡୁଖାକୁ ସମ୍ପୂର୍ଣ୍ଣ ନିଷେଧ କରାଯିବ । ଏହା ପୂର୍ବରୁ ପୁରୀ ଶ୍ରୀମନ୍ଦିର, ଲିଙ୍ଗରାଜ ମନ୍ଦିରରେ ପାନଗୁଟଖା ବ୍ୟାନ୍ କରାଯାଇଥିଲା ।
ସମଲେଶ୍ୱରୀ ମନ୍ଦିରରେ ପ୍ରତିଦିନ ହଜାର ହଜାର ଶ୍ରଦ୍ଧାଳୁ ମା'ଙ୍କ ଦର୍ଶନ କରିବା ପାଇଁ ଆସିଥାନ୍ତି । ହେଲେ ମନ୍ଦିର ପରିସର ମଧ୍ୟରେ ପାନ ଗୁଡଖା ଖାଇ ଲୋକେ ଛେପ ପକାଉଥିବାରୁ ମନ୍ଦିରର ପରିବେଶ ଖରାପ ହେବା ସହ ସୌନ୍ଦର୍ଯ୍ୟ ନଷ୍ଟ ହେଉଛି ଏହା ସହ ମନ୍ଦିର ଭିତରର ପରିବେଶକୁ ସ୍ୱାସ୍ଥ୍ୟକର ରଖିବା ପାଇଁ ଏପରି ନିଷ୍ପତ୍ତି ନିଆଯାଇଛି । ଏଣିକି ମନ୍ଦିର ଭିତରକୁ ନେବା ତ ଦୂରର କଥା ଯଦି କୌଣସି ବ୍ୟକ୍ତି ଗୁଡଖା ଖାଇ ଥିବେ ତେବେ ମଧ୍ୟ ସେ ମନ୍ଦିର ମଧ୍ୟକୁ ପ୍ରବେଶ କରିପାରିବେ ନାହିଁ ।

ସୂଚନା ଅନୁସାରେ, ଖୁବ୍ ଶୀଘ୍ର ଏହି ନିୟମ ଲାଗୁ କରାଯିବା ନେଇ ମନ୍ଦିର ଟ୍ରେଷ୍ଟ ବୋର୍ଡ ପକ୍ଷରୁ ନିଷ୍ପତ୍ତି ନିଆଯାଇଛି । ସେହିପରି ଆଗମୀ ଦିନରେ ମା'ସମଲେଶ୍ୱରୀ ମନ୍ଦିରକୁ ପ୍ଲାଷ୍ଚିକ ମୁକ୍ତ କରିବା ପାଇଁ ଯୋଜନା ରହିଛି । ଏଣକି ଭୋଗ ନେବା ପାଇଁ ପ୍ଲାଷ୍ଟିକ ବଦଳରେ ଫୁଲ ଏବଂ ଭୋଗ ନେବା ପାଇଁ କାଗଜ ବ୍ୟାଗ୍, କପଡା ବ୍ୟାଗ୍, ଚାଙ୍ଗୁଡି ଆଦିର ବ୍ୟବହାର କରାଯିବ ।
-
ଟି୨୦ ବିଶ୍ୱକପରେ ଇତିହାସ ରଚିଲା ଭାରତ , ଗମ୍ଭୀରଙ୍କ ପାଇଁ ଇନଷ୍ଟା ପୋଷ୍ଟ୍ କଲେ ଧୋନୀ -
ଘରୋଇ ମାଟିରେ ଭାରତର ବଡ଼ ବିଜୟ, ଖୁସିରେ ଝୁମିଲେ ବିରାଟ -
ଭେନେଜୁଏଲାରୁ ୧୦୦ ନିୟୁତ ଡଲାର ମୂଲ୍ୟର ସୁନା ପାଇଛି ଆମେରିକାର ; ଗୃହ ସଚିବ -
ସାବଧାନ! ହାଡ଼କୁ ଦୁର୍ବଳ କରୁଛି ଏହି ସବୁ ଜିନିଷ -
ପାକିସ୍ତାନରେ ବଡ଼ ବିପର୍ଯ୍ୟୟ: ସ୍କୁଲ ଦୁଇ ସପ୍ତାହ ପାଇଁ ବନ୍ଦ, ଦରମା ୨୫% ହ୍ରାସ -
ଇରାନ ସହିତ ରୁଷ ଦୃଢ଼ ଭାବରେ ଛିଡା ହେବ; ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ -
ଅନ୍ତର୍ଜାତୀୟ ମହିଳା ଦିବସରେ ଆର୍ଟସ୍ ଅଫ୍ ଉଇଭିଂର ପ୍ରଥମ ସ୍ଥାପନା ଦିବସ ପାଳିତ -
ଆସିଲା ଗ୍ରୀଷ୍ମ ଋତୁ, ଏହି ସବୁ ସମସ୍ୟା ଥିଲେ ଭୁଲରେ ବି ଖାଆନ୍ତୁ ନାହିଁ ତରଭୁଜ -
UAE ରାଷ୍ଟ୍ରଦୂତଙ୍କ ବଡ ବୟାନ ; କହିଲେ ପ୍ରଧାନମନ୍ତ୍ରୀ ଗୋଟାଏ ଫୋନ୍ କଲ ଯୁଦ୍ଧରେ ଲଗାଇ ପାରିବ ବ୍ରେକ -
କେଜରିୱାଲଙ୍କ ସହ ଅନ୍ୟ ୨୩ ଜଣଙ୍କୁ ନୋଟିସ୍ ଜାରି କଲେ ହାଇକୋର୍ଟ -
ମାର୍ଚ୍ଚ ୨୮ରୁ ଆଇପିଏଲ ଆରମ୍ଭ -
ଭାରତରେ ମହିଳା କଣ୍ଠଶିଳ୍ପୀଙ୍କ ଗୀତ ଖୁବ୍ କମ୍ ଦେଖିବାକୁ ମିଳିଥାଏ ,ଜାଣନ୍ତୁ କାହିଁକି ଏମିତି କହିଲେ ଲୋକପ୍ରିୟ କଣ୍ଠଶିଳ୍ପୀ ଶ୍ର











Click it and Unblock the Notifications