ନିଆଳିରେ ଭୟାବୟ ଅଗ୍ନିକାଣ୍ତ, ଜଳିଗଲା ୩୯ ଦୋକାନ
ନିଆଳିରେ ଭୟାବୟ ଅଗ୍ନିକାଣ୍ତ, ଜଳିଗଲା ୩୯ ଦୋକାନ
ନିଆଳି: ନିଆଳି ସାପ୍ତାହିକ ହାଟରେ ଅଗ୍ନିକାଣ୍ତ । ଜଳିଗଲା ୨୯ଟି ଦୋକାନ । ଲକ୍ଷାଧିକ ଟଙ୍କାର ଜିନିଷ ଜଳିପୋଡ଼ି ପାଉଁଶ ହୋଇଯାଇଛି । ବିଳମ୍ବିତ ରାତିରେ ଭୟଙ୍କର ଅଗ୍ନିକାଣ୍ତ । ଅଗ୍ନିଶମ ବାହିନୀ ଦ୍ୱାରା ନିଆଁ ଆୟତ୍ତ । ବର୍ତ୍ତମାନ ଅଗ୍ନିକାଣ୍ତର କାରଣ ଅସ୍ପଷ୍ଟ ରହିଛି ।













Click it and Unblock the Notifications