ରାଜ୍ୟରେ ୧୪ ମାସରେ ୩୭ ହଜାରରୁ ଊର୍ଦ୍ଧ୍ବ ନାରୀ ନିର୍ଯାତନା ମାମଲା ରୁଜୁ, ସୂଚନା ଦେଲେ ମୁଖ୍ୟମନ୍ତ୍ରୀ
ରାଜ୍ୟରେ ୧୪ ମାସରେ ୩୭ ହଜାରରୁ ଊର୍ଦ୍ଧ୍ବ ନାରୀ ନିର୍ଯାତନା ମାମଲା ରୁଜୁ। ବିଧାୟକ ଅରୁଣ ସାହୁଙ୍କ ପ୍ରଶ୍ନରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ଲିଖିତ ଉତ୍ତର । ୯ ହଜାର ୧୮୧ ଅସଦାଚରଣ, ୨ ହଜାର ୯୩୩ଟି ଦୁଷ୍କର୍ମ ମାମଲା ରୁଜୁ । ୧ ହଜାର ୨୭୮ଟି ଯୌନ ଓ ୫୪୬୪ଟି ଯୌତୁକ ନିର୍ଯାତନା ମାମଲା ରୁଜୁ।













Click it and Unblock the Notifications