For Quick Alerts
Turn On Notification  
For Daily Alerts
Oneindia App Download

କରୋନା କବଳରେ ସମ୍ମୁଖ ଯୋଦ୍ଧା : ଟ୍ୱିନସିଟିରେ 210 ପୁଲିସ ସଂକ୍ରମିତ

କମିଶନରେଟ୍ ପୋଲିସରେ ପଶିଛି କରୋନା। ଭୁବନେଶ୍ୱର ଓ କଟକରୁ 210ରୁ ଅଧିକ ପୋଲିସ କର୍ମୀ କରୋନାରେ ଆକ୍ରାନ୍ତ ହୋଇଥିବା ଜଣାପଡ଼ିଛି

|

ଭୁବନେଶ୍ୱର: ରାଜ୍ୟରେ କରୋନାର ଦ୍ୱିତୀୟ ଲହର ଅତି ଭୟଙ୍କର ହେବାରେ ଲାଗିଛି। ପୂର୍ବରୁ ସାମ୍ବାଦିକ, ଆଇନଜୀବୀ, ଅଭିନେତା, ରାଜନେତା ଓ କ୍ରୀଡ଼ାବିତମାନେ କରୋନାରେ ହେଉଥିବାବେଳେ ଏବେ କମିଶନରେଟ୍ ପୋଲିସରେ ପଶିଛି କରୋନା। ଭୁବନେଶ୍ୱର ଓ କଟକରୁ 210ରୁ ଅଧିକ ପୋଲିସ କର୍ମୀ କରୋନାରେ ଆକ୍ରାନ୍ତ ହୋଇଥିବା ଜଣାପଡ଼ିଛି। ସେମାନଙ୍କ ମଧ୍ୟରୁ 63 ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି।

ପୁଲିସ କମିଶନର
ତେବେ ଆକ୍ରାନ୍ତଙ୍କ ମଧ୍ୟରେ 14 ଜଣ ଅଫିସର ଥିବା ପୋଲିସ କମିଶନର ସୌମେନ୍ଦ୍ର ପ୍ରିୟଦର୍ଶୀ ସୂଚନା ଦେଇଛନ୍ତି । କୋଭିଡ୍ ଯୋଦ୍ଧାମାନେ ନିଜର କର୍ତ୍ତବ୍ୟ ସମ୍ପାଦନ କରିବା ସମୟରେ ଏହି ମହାମାରୀରେ ଆକ୍ରାନ୍ତ ହୋଇଥିବା ଜଣାପଡିଛି। ସେହିପରି ଅଗ୍ନିଶମ ବିଭାଗର 71 ଜଣ କର୍ମଚାରୀ କରୋନାରେ ସଂକ୍ରମିତ ହୋଇଛନ୍ତି। ସେପଟେ ଝାରସୁଗୁଡ଼ା ଉପକାରାଗାରାରେ 68 ଜଣ ଅନ୍ତେବାସୀ କରୋନାରେ ଆକ୍ରାନ୍ତ ହୋଇଛନ୍ତି।
ଆମକୁ ଫୋଲୋ କରନ୍ତୁ
Instagram Youtube
English summary
Over 210 Police Cops Test COVID Positive In Bhubaneswar & Cuttack
ସର୍ବଶେଷ ସମ୍ବାଦ ପ୍ରାପ୍ତ କରନ୍ତୁ
Enable
x
Notification Settings X
Time Settings
Done
Clear Notification X
Do you want to clear all the notifications from your inbox?
Settings X