ବିଧାନସଭାରେ ଆମ ସଂଖ୍ୟା ୯୩;ସନ୍ତୋଷ ଖଟୁଆ
ବିଜେପି ନେତା ସନ୍ତୋଷ ଖଟୁଆଙ୍କ ବଡ଼ ବୟାନ । ରାଜ୍ୟସଭା ନିର୍ବାଚନକୁ ନେଇ ଏମିତି କିଛି କହିଛନ୍ତି ଯାହା ବିଜେଡିର ବଢ଼ାଇଛି ଚିନ୍ତା । ସନ୍ତୋଷ ଖଟୁଆ କହିଛନ୍ତି ବିଧାନସଭାରେ ଆମ ସଂଖ୍ୟା ୯୩ । ରାଜ୍ୟସଭା ନିର୍ବାଚନରେ ଆମେ ୯୩ ଭୋଟ ପାଇଛୁ ।

ଆମ ସଂଖ୍ୟା ୮୧ରୁ ବଢି ୮୨ ହୋଇଥିଲା, ଆଉ ଏବେ ୯୩ । ନବୀନ ବାବୁଙ୍କ ୮ ବିଧାୟକ ଟ୍ରଷ୍ଟ ହରାଇଲେ , ତେଣୁ ଆମକୁ ଭୋଟ ଦେଲେ ।












Click it and Unblock the Notifications