Get Updates
Get notified of breaking news, exclusive insights, and must-see stories!

ନିଯୁକ୍ତି ବ୍ୟାଧିର ଆଣ୍ଟିବାୟୋଟିକ୍ ଔଷଧ ଦେବା ଆମ ସରକା

ନିଯୁକ୍ତି ବ୍ୟାଧିର ଆଣ୍ଟିବାୟୋଟିକ୍ ଔଷଧ ଦେବା ଆମ ସରକାର ଆରମ୍ଭ କରିଛି । ବିଭିନ୍ନ ପରୀକ୍ଷାରେ ପୂର୍ବରୁ ଦୁର୍ନୀତି ହେଉଥିଲା । ଆମ ସରକାର ଆସିବା ପରେ ଠିକ୍ ଢଙ୍ଗରେ ପରୀକ୍ଷା କରାଯାଉଛି । ଯେଉଁମାନେ ଦୁର୍ନୀତି କରୁଛନ୍ତି, ସେମାନଙ୍କ ବିରୁଦ୍ଧରେ କଠୋର ଦଣ୍ଡ ଦେବାର ବ୍ୟବସ୍ଥା କରାଯାଇଛି । ଆଉଟସୋର୍ସିଂ କାହାର ଶିଶୁ ଥିଲା ବିରୋଧୀ କୁହନ୍ତୁ । ଆମେ ତାକୁ କବର ଦେବା ପ୍ରକ୍ରିୟା ଆରମ୍ଭ କରିଛୁ । ଲୋକ କିଭଳି କାମ ପାଇଁ ବାହାରକୁ ନ ଯିବେ ତାର ପ୍ରକ୍ରିୟା ମଧ୍ୟ ସରକାର ଆରମ୍ଭ କରିଛନ୍ତି । ନିର୍ବାଚନୀ ପ୍ରତିଶ୍ରୁତି ମୁତାବକ ସାଢ଼େ ୩ ଲକ୍ଷ ନିଯୁକ୍ତି ଦିଆଯିବ । ଦେଢ଼ ଲକ୍ଷ ସରକାରୀ ସ୍ଥାୟୀ ନିଯୁକ୍ତି ଦିଆଯିବ ଓ ୨ ଲକ୍ଷ ପ୍ରାଇଭେଟ୍ ଚାକିରି ଦିଆଯିବ ।

pruthraj harichandan

କୋଭିଡ୍ ସମୟରେ ୧୦ ଲକ୍ଷରୁ ଅଧିକ ଲୋକ ରାଜ୍ୟକୁ ଫେରିଥିଲେ । ପୂର୍ବ ସରକାର ରେଜିଷ୍ଟ୍ରେସନ୍ ମଧ୍ୟ କଲେ । ସମସ୍ତଙ୍କ ସ୍କିଲ୍ ଆଧାରରେ ନିଯୁକ୍ତି ଦେବେ ବୋଲି କହିଥିଲେ ପୂର୍ବ ସରକାର । କିନ୍ତୁ ଜଣଙ୍କୁ ବି ନିଯୁକ୍ତି ଦେଲେ ନାହିଁ । ସମସ୍ତେ ପୁଣି କାମ ପାଇଁ ଅନ୍ୟ ରାଜ୍ୟ ଓ ଦେଶକୁ ଫେରିଗଲେ । ୨୦୨୯ ସୁଦ୍ଧା ପ୍ରବାସୀ ଶ୍ରମିକ ସଂଖ୍ୟା ଶୂନ କରିବା ପାଇଁ ଲକ୍ଷ୍ୟ ରହିଛି । ସେଥିପାଇଁ ଉପ ମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂଦେଓଙ୍କ ଅଧ୍ୟକ୍ଷତାରେ ସ୍ପେଶାଲ ଟାସ୍କ ଫୋର୍ସ ଗଠନ ହୋଇଛି । ୩ ଥର କମିଟି ବୈଠକ ବସିସାରିଲାଣି । ୪ ଦିଗକୁ ନେଇ ପ୍ରାରମ୍ଭିକ ପରାମର୍ଶ ଦେଇଛି କମିଟି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+