ରାଜ୍ୟର ଆଉ ୮ ସହରରେ ଗଡ଼ିବ ଆମ ବସ୍

Odisha News: ରାଜ୍ୟର ଆଉ ୮ ସହରରେ ଗଡ଼ିବ ଆମ ବସ୍ । ଅନୁଗୁଳ, ଝାରସୁଗୁଡ଼ା, ଯାଜପୁର, କେନ୍ଦୁଝର, ବାରିପଦା, ଜୟପୁର, ବାଲେଶ୍ୱର ଏବଂ ରାୟଗଡ଼ା ଏହି ସମସ୍ତ ଜିଲ୍ଲାରେ ଏଣିକି ଚାଲିବ ଆମ ବସ୍ । କ୍ରୁଟ୍ ପକ୍ଷରୁ ଏନେଇ ନିଷ୍ପତ୍ତି ନିଆଯାଇଛି । ସେହିପରି ଯାତ୍ରୀଙ୍କ ଉତ୍ତର ସେବା ଓ ସୁରକ୍ଷାକୁ ଗୁରୁତ୍ୱ ଦିଆଯିବ । ପ୍ରତ୍ୟେକ ସହରରେ ଡିଜିଟାଲ୍ ପାସର ବ୍ୟବସ୍ଥା ମଧ୍ୟ ରହିଛି ।

Our buses

ସେହିପରି ଅଧିକ ଦୁର୍ଘଟଣାକୁ କମ୍ କରିବା ପାଇଁ ବସଗୁଡିକର ଗତ ନିର୍ଦ୍ଧାରିତ କରାଯାଇଛି । ସହର ମଧ୍ୟ ବସ୍ ଇ-ବସର ଗତି ଘଣ୍ଟା ପ୍ରତି ୩୫ କି.ମି ଓ ଡିଜେଲ ବସ୍ ଘଣ୍ଟାପ୍ରତି ୪୦ କି.ମି ଏବଂ ରାଜପଥରେ ଡିଜେଲ ବସର ହାରାହାରି ବେଗ ଘଣ୍ଟାପ୍ରତି ୫୦ କି.ମି ସ୍ଥିର କରାଯାଇଛି । ସେହିପରି ଶ୍ରେଷ୍ଠ ପ୍ରଦର୍ଶନ କରୁଥିବା କ୍ୟାପ୍ଟେନ ଓ ଗାଇଡଙ୍କୁ ସ୍ୱିକୃତି ଓ ସମ୍ମାନୀତ କରାଯିବ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+