ଓଟିଇଟି ପରୀକ୍ଷା କେନ୍ଦ୍ରରେ ମୋବାଇଲ ବ୍ୟବହାର, ଦାୟିତ୍ୱରେ ଥିବା ତିନି ଜଣ ଶିକ୍ଷକ ଚାକିରିରୁ ନିଲମ୍ବିତ

ଓଟିଇଟି ପରୀକ୍ଷା ବେଳେ ଦେବଗଡରେ ପରୀକ୍ଷା କେନ୍ଦ୍ରକୁ ପରୀକ୍ଷାର୍ଥୀ ମୋବାଇଲ୍ ନେବା ଘଟଣା। ପରୀକ୍ଷା ଦାୟିତ୍ୱରେ ଥିବା ତିନି ଜଣ ଶିକ୍ଷକ ଚାକିରିରୁ ନିଲମ୍ବିତ।

ଦେବଗଡ଼: ଓଟିଇଟି ପରୀକ୍ଷା ବେଳେ ଦେବଗଡରେ ପରୀକ୍ଷା କେନ୍ଦ୍ରକୁ ପରୀକ୍ଷାର୍ଥୀ ମୋବାଇଲ୍ ନେବା ଘଟଣା। ପରୀକ୍ଷା ଦାୟିତ୍ୱରେ ଥିବା ତିନି ଜଣ ଶିକ୍ଷକ ଚାକିରିରୁ ନିଲମ୍ବିତ। ନିଲମ୍ବିତ ଶିକ୍ଷକ ହେଲେ ଦେବଗଡ଼ ସରକାରୀ ବାଳିକା ବିଦ୍ୟାଳୟର ସହକାରୀ ଶିକ୍ଷକ ଶୁଶାନ୍ତ ରାୟ, ସୁନାମୁଣ୍ଡା ସରକାରୀ ୟୁଜି ହାଇସ୍କୁଲ ର ସହକାରୀ ଶିକ୍ଷକ ବିଶ୍ୱନାଥ କିଷାନ ଓ ଦେବଗଡ଼ ସରକାରୀ ବାଳିକା ବିଦ୍ୟାଳୟର ପିଇଟି ଶିଷକ ରଞ୍ଜିତା ମିଶ୍ର।

OTET

ପରୀଷା କେନ୍ଦ୍ରକୁ ଜଣେ ପରୀକ୍ଷାର୍ଥୀ ମୋବାଇଲ ଫୋନ ନେଇଥିବା ଜଣାପଡିବା ପରେ ମୋବାଇଲ ଫୋନ ଜବତ କରାଯାଇଥିଲା। ପରୀକ୍ଷାର୍ଥୀ ଜଣକ ମୋବାଇଲରେ ପ୍ରଶ୍ନପତ୍ରର ଫଟୋ ଉଠାଇଥିବା ଅଭିଯୋଗ ହୋଇଥିଲା। ଏହା ପରେ ଘଟଣାର ତଦନ୍ତ ହୋଇଥିଲା। ତଦନ୍ତ ପରେ କାର୍ଯ୍ୟରେ ଅବହେଳା ପାଇଁ ୩ଜଣଙ୍କୁ ନିଲମ୍ବନ କରିଛନ୍ତି ଜିଲ୍ଲା ଶିକ୍ଷାଧୀକାରି।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+