ମେ’ ୯ ଯାଏ ଘୁଞ୍ଚିଲା ଓଟିଇଟି ଆବେଦନ, ମାସେ ବଢ଼ାଇଲା ବୋର୍ଡ...
ଓଡ଼ିଶା ଶିକ୍ଷକ ଯୋଗ୍ୟତା ପରୀକ୍ଷା ଓଡ଼ିଶା ଟିଚର୍ ଇଲିଜିବିଲଟି ଟେଷ୍ଟ ( ଓଟିଇଟି) - ୨୦୨୬ ଆବେଦନ ସମୟକୁ ମେ' ମାସ ୯ ତାରିଖ ପର୍ଯ୍ୟନ୍ତ ବୋର୍ଡ ପକ୍ଷରୁ ଘୁଞ୍ଚାଇ ଦିଆଯାଇଛି । ଏହି ପରୀକ୍ଷା ଲାଗି ଆବେଦନର ଶେଷ ସମୟ ଗୁରୁବାର ରାତି ୧୨ ଟା ପର୍ଯ୍ୟନ୍ତ ଥିଲା । ଉକ୍ତ ଧାର୍ଯ୍ୟ ସମୟ ସୀମା ମଧ୍ୟରେ ଅନେକ ପ୍ରାର୍ଥୀ ଆବେଦନ କରିପାରି ନଥିବାରୁ ବୋର୍ଡ ପକ୍ଷରୁ ଓଟିଇଟି ଆଶାୟୀଙ୍କୁ ସୁଯୋଗ ଦିଆଯାଇଛି ।













Click it and Unblock the Notifications