ପ୍ରକାଶ ପାଇଲା ଓଟିଇଟି ରେଜଲ୍ଟ, ଏପିର ଜାଣନ୍ତୁ ରେଜଲ୍ଟ
OTET 2024 Results Released : ପ୍ରକାଶ ପାଇଲା ଓଟିଇଟି ପରୀକ୍ଷା ଫଳାଫଳ । ଆଜି ଅର୍ଥାତ୍ ଶୁକ୍ରବାର ଦିନ ଓଡ଼ିଶା ଟିଚର ଓଟିଇଟି ରେଜଲ୍ଟ ପ୍ରକାଶ ପାଇଛି । ପରୀକ୍ଷାର୍ଥୀ www.bseodisha.ac.in ରେ ନିଜ ରେଜଲ୍ଟ ଚେକ୍ କରିପାରିବେ । ସେହିପରି କୃତକାର୍ଯ୍ୟ ହୋଇଥିବା ପରୀକ୍ଷାର୍ଥୀ ୱେବସାଇଟରୁ ନିଜ ଡିଜିଟାଲ ସାର୍ଟିଫିକେଟ୍ ଡାଉନଲୋଡ୍ କରିପାରିବେ ।

ଏଥିସହିତ ନଭେମ୍ବର ୨୯ ତାରିଖ ଯାଏଁ ପରୀକ୍ଷାର୍ଥୀ ଓଏମଆର ସିଟ୍ ଡାଉନଲୋଡ୍ କରିପାରିବେ ଏନେଇ ବୋର୍ଡ ଅଫ୍ ସେକେଣ୍ତାରୀ ଏଜୁକେସନ୍ ପକ୍ଷରୁ ଏକ ବିଜ୍ଞପ୍ତି ଜାରି କରି ସୂଚନା ଦିଆଯାଇଛି ।












Click it and Unblock the Notifications