ନାମ ଲେଖାଇ ନ ଥିବା, ଡ୍ରପ୍ଆଉଟ୍ ପିଲାଙ୍କ ତଥ୍ୟ ମାଗିଲା ଓସେପା, ଜିଲ୍ଲାପାଳଙ୍କୁ ଚିଠି
ନାମ ଲେଖାଇ ନ ଥିବା, ଡ୍ରପ୍ଆଉଟ୍ ପିଲାଙ୍କ ତଥ୍ୟ ମାଗିଲା ଓସେପା। ନୂତନ ଶିକ୍ଷା ବର୍ଷ ଆରମ୍ଭ ହୋଇ ସାରିଥିବାରୁ ଜିଲ୍ଲାପାଳଙ୍କୁ ଚିଠି। କେନ୍ଦ୍ର ସରକାରଙ୍କ ପ୍ରବନ୍ଧ ପୋର୍ଟାଲରେ ତଥ୍ୟ ଦାଖଲ କରିବାକୁ ନିର୍ଦ୍ଦେଶ । ଶିକ୍ଷାରୁ ବଞ୍ଚିତ ପିଲାଙ୍କୁ ମୁଖ୍ୟସ୍ରୋତରେ ସାମିଲ ପାଇଁ ସ୍ୱତନ୍ତ୍ର ତାଲିମ ଲକ୍ଷ୍ୟ ।













Click it and Unblock the Notifications