ପୁନଃଗଠନ ହେବ OSDMA, ବଢ଼ିବ କର୍ମଚାରୀଙ୍କ ସଂଖ୍ୟା
ରାଜ୍ୟରେ ପୁନଃଗଠନ ହେବ ଓସଡମା। ଏନେଇ ବିଜ୍ଞପ୍ତି ଜାରି କରିଛି ବିଭାଗ। ଓସଡମାରେ ୧୦୨ କର୍ମଚାରୀଙ୍କ ମଧ୍ୟରୁ ୧୦ ପୋଷ୍ଟ ରଦ୍ଦ ହୋଇଥିବାବେଳେ ୩୭ ନୂଆ ପଦବୀ ସୃଷ୍ଟି ହୋଇଛି। ପୁନଃଗଠନ ପରେ କର୍ମଚାରୀ ସଂଖ୍ୟା ବୃଦ୍ଧି ପାଇ ୧୨୯ ହେବ। ଏଥିରେ ୪ଟି ବ୍ୟାପକ ବିଭାଗ ରହିବ। ସାଧାରଣ ବିଭାଗ, ଦକ୍ଷତା ବିଭାଗ, ପ୍ରକଳ୍ପ ଏବଂ ପ୍ରଯୁକ୍ତି ବିଦ୍ୟା ଓ ଅର୍ଥ ବିଭାଗ ରହିବ ବୋଲି ବିଜ୍ଞପ୍ତିରେ ଉଲ୍ଲେଖ ରହିଛି।













Click it and Unblock the Notifications