Get Updates
Get notified of breaking news, exclusive insights, and must-see stories!

SDIPRO (OIS-II) ନିଯୁକ୍ତି ପରୀକ୍ଷାରେ ତ୍ରୁଟି ପ୍ରସଙ୍ଗ:୬ ମାର୍କ ମିଳିବ ଗ୍ରେସ୍‌

ଏସଡିଆଇପିଆରଓ (ଓଆଇଏସ-୨) ନିଯୁକ୍ତି ପରୀକ୍ଷାରେ ତ୍ରୁଟି ପ୍ରସଙ୍ଗ । ସମସ୍ତ ପରୀକ୍ଷାର୍ଥୀଙ୍କୁ ୬ ମାର୍କ ଦେବାକୁ ଓପିଏସସି ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି । ସାମ୍ବାଦିକତା ଏବଂ ଗଣ ଯୋଗାଯୋଗ ପେପରରେ ୬ ମାର୍କ କମ୍ ଥିଲା । ୧୦୦ ମାର୍କ ବଦଳରେ ୯୪ ମାର୍କର ପ୍ରଶ୍ନ ଆସିଥିଲା ।

opsc

ମାର୍ଚ୍ଚ ୨୯-୩୦ ତାରିଖ ପରୀକ୍ଷା ହୋଇଥିଲା । ୩୯ ପଦବୀ ପାଇଁ ପାଖାପାଖି ୧୦୦୦ରୁ ଅଧିକ ଆଶାୟୀ ପରୀକ୍ଷା ଦେଇଥିଲେ । ପରୀକ୍ଷାର ଦ୍ୱିତୀୟ ଦିନ ସାମ୍ବାଦିକତା ଏବଂ ଗଣ ଯୋଗାଯୋଗ ପେପର ପରୀକ୍ଷା ଥିଲା । ୩୦ ତାରିଖ ଅପରାହ୍ନରେ ପେପର-୪ର ଲିଖିତ ପରୀକ୍ଷା କରାଯାଥିଲା ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+