ପ୍ରଶ୍ନକାଳ ଆରମ୍ଭରୁ ବିରୋଧୀଙ୍କ ହଟ୍ଟଗୋଳ । ୧୨ଟା ଯାଏଁ ଗୃହ ମୁଲତବି । SCB ଘଟଣାକୁ ନେଇ ଗୃହ ମଧ୍ୟ ଭାଗରେ ବିରୋଧୀ ସଦସ୍ୟଙ୍କ ନାରାବାଜି। ପ୍ରଶ୍ନକାଳ ଚାଲି ନପାରିବାରୁ ଗୃହକୁ ମୁଲତବି କଲେ ବାଚସ୍ପତି।