Get Updates
Get notified of breaking news, exclusive insights, and must-see stories!

ବିଧାନସଭାରେ ବିରୋଧୀ ବିରୋଧୀଙ୍କ ହୋହଲ୍ଲା; ୧୧ଟା ୩୦ ପର୍ଯ୍ୟନ୍ତ ଗୃହ ମୁଲତବୀ

ବଜେଟ ଅଧବେଶନର ଦ୍ଵିତୀୟ ପର୍ଯ୍ୟାୟର ଚତୁର୍ଥ ଦିନ । ବିରୋଧୀଙ୍କ ହଟ୍ଟଗୋଳ ମଧ୍ୟରେ ଚାଲିପାରିଲାନି ଗୃହ । ଦିନ ସାଢେ ୧୧ଟା ଯାଏଁ ମୁଲତବି ଘୋଷଣା କଲେ ବାଚସ୍ପତି । ବିଧାନସଭା ପ୍ରଶ୍ନକାଳରୁ ହିଁ ହଙ୍ଗାମା ହୋଇଥିଲା। ଗ୍ୟାସ୍‌ ପ୍ରସଙ୍ଗରେ ହୋହଲ୍ଲା କରିଥିଲେ ବିରୋଧୀ ।

ପ୍ଲାକାର୍ଡ ଧରି ଜୋରଦାର ପ୍ରତିବାଦ କରିଥିଲେ ବିରୋଧୀ । ପିଇବାପାଣି ସମସ୍ୟାକୁ ନେଇ ବିଜେଡି ଶାସକ ଦଳକୁ ଟାର୍ଗେଟ୍ କରିଛନ୍ତି । ପୂର୍ବରୁ ମଧ୍ୟ ମଧ୍ୟପ୍ରାଚ୍ୟ ଯୁଦ୍ଧରେ ଫସିଥିବା ପ୍ରବାସୀ ଓଡ଼ିଆଙ୍କ ପାଇଁ ସେମାନଙ୍କ ସୁରକ୍ଷା ଉପରେ ଆଲୋଚନା କରାଯାଇଥିଲା । ଯାହାକୁ ନେଇ ଗୃହ ବେଶ୍ ସରଗରମ ହୋଇପଡ଼ିଥିଲା । ଗତକାଲି ଶୂନ୍ୟକାଳ ପ୍ରସ୍ତାବରେ ଶେରଗଡ଼ ବ୍ଲକ ଅଧ୍ୟକ୍ଷକଙ୍କୁ ମାଡ଼ ମାରିବା ଘଟଣା ମଧ୍ୟ ବିଧାନସଭାରେ ପ୍ରଶ୍ନ ଉଠାଯାଇଥିଲା । ଯାହାଫଳରେ ଉଭୟ ବିରୋଧୀ ଓ ଶାସକ ଦଳର ନେତା ମଧ୍ୟ ମୁହାଁମୁହିଁ ହେବାର ଦେଖିବାକୁ ମିଳିଥିଲା । କଥା କଟାକଟି ମଧ୍ୟ ହୋଇଛିଲା । ଯାହାକୁ ନେଇ ଗୃହରେ ତୁମ୍ବିତୋଫାନ ମଧ୍ୟ ଦେଖିବାକୁ ମିଳିଥିଲା ।

Opposition
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+