Get Updates
Get notified of breaking news, exclusive insights, and must-see stories!

ମାଞ୍ଜା ସୂତା ଲାଗି ଜଣଙ୍କର କଟିଲା ବେକ

ମକର ସଂକ୍ରାନ୍ତିରେ ଗୁଡ଼ିର ମାଞ୍ଜା ସୂତା ଲାଗି କଟିଲା ବେକ । ଢେଙ୍କାନାଳ ପରେ ବାଲେଶ୍ୱର ଜିଲ୍ଲାରୁ ସାମ୍ନାକୁ ଆସିଲା ବଡ଼ ଅଘଟଣ ।
ମକର ସଂକ୍ରାନ୍ତିରେ ଘାତକ ସାଜିଲା ଗୁଡ଼ିରେ ମାଞ୍ଜା ସୂତା ବ୍ୟବହାର । ମାଞ୍ଜା ସୂତା ଲାଗି କଟିଲା ବେକ । ଢେଙ୍କାନାଳ ପରେ ସାମ୍ନାକୁ ଆସିଲା ବାଲେଶ୍ୱର ଅଘଟଣ ।

kite

ମାଞ୍ଜା ସୂତା ଲାଗି ଜଣେ ଯୁବକଙ୍କ ବେକ କଟିଯାଇଛି । ଯୁବକ ଜଣକ ବାଇକ ଯୋଗେ ଯାଉଥିବା ସମୟରେ ତାମୁଳିଆ ପୋଲ ଉପରେ ତାଙ୍କ ବେକରେ ମାଞ୍ଜା ସୂତା ଲାଗିଥିଲା । ଫଳରେ ଯୁବକ ଜଣକ ଆହତ ହୋଇଥିଲେ । ଆହତ ଯୁବକ ଜଣକ ବାଲେଶ୍ୱର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି ହୋଇଛନ୍ତି ।

More From
Prev
Next
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+