ସଡ଼କ ଦୁର୍ଘଟଣାରେ ଜଣେ RI ମୃତ, ଆଉ ଜଣେ RI ଗୁରୁତର
ସଡ଼କ ଦୁର୍ଘଟଣାରେ ଜଣେ RI ମୃତ, ଆଉ ଜଣେ RI ଗୁରୁତର । କାର୍ରେ ଆସୁଥିବା ବେଳେ ହିନ୍ଦୋଳ ମହିଧରପୁର ନିକଟରେ ଗଛ ସହ ଧକ୍କା । ମୃତକ ଅନୁଗୁଳ ପଞ୍ଚମହଲା RI ମୃତ୍ୟୁଞ୍ଜୟ ପାଣିଗ୍ରାହୀ। ଅନୁଗୁଳ ଛେଣ୍ଡିପଦା RI ନିଲୁ ସେଠୀ ଗୁରୁତର ଆହତ । ଉଭୟ ପରିବାର ବ୍ରହ୍ମପୁର ତାରାତାରିଣୀ ଦର୍ଶନ ସାରି ଫେରୁଥିଲେ। RIଙ୍କ ସମେତ ମୋଟ୍ ୬ ଆହତ ଅନୁଗୁଳ ମେଡିକାଲରେ ଭର୍ତ୍ତି।













Click it and Unblock the Notifications