ରାସ୍ତାରେ ଯାଉଥିବା ବେଳେ ସ୍କୁଟରକୁ ଧକ୍କା ଦେଲା ମୋ ବସ୍, ଜଣେ ମୃତ

ଭୁବନେଶ୍ବର : ରଘୁନାଥପୁର ଛକରେ ଘଟିଛି ଏଭଳି ମର୍ମନ୍ତୁଦ ସଡ଼କ ଦୁର୍ଘଟଣା, ରଘୁନାଥପୁରରେ ମୋ ବସ୍ ମାଡିଯିବାରୁ ଜଣଙ୍କର ମୃତ୍ୟୁ ଘଟିଛି। ମୃତକ ହେଉଛନ୍ତି ନିରଞ୍ଜନ ପଣ୍ଡା ।

One person reportedly killed

ମୃତଦେହ ଜବତ କରି କ୍ୟାପିଟାଲ ହସ୍ପିଟାଲକୁ ଶବ ବ୍ୟବଚ୍ଛେଦ ପାଇଁ ପଠାଇଛି ନନ୍ଦନକାନନ ଥାନା ପୋଲିସ । ଦୁର୍ଘଟଣା ଘଟାଇଥିବା ମୋ ବସ୍‌କୁ ଅଟକ ରଖି ତଦନ୍ତ କରୁଛି ପୋଲିସ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+