ଭୋଜି ଖାଇବା ହେଲା କାଳ, ଜଣେ ମୃତ, ଅନେକ ଗୁରୁତର

ରାଉରକେଲା:ବାହାଘର ଭୋଜି ଖାଇଯିବା ହେଲା କାଳ । ବାହାଘର ଭୋଜି ଖାଇ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୩୦ରୁ ଅଧିକ ଲୋକେ ଅସୁସ୍ଥ ହୋଇଛନ୍ତି । ଏଭଳି ଏକ ଅଘଟଣ ଘଟିଛି ସୁନ୍ଦର ଗଡ଼ ଜିଲ୍ଲା ସବଡ଼େଗା ବ୍ଲକ ଦେଓଗାଁରେ ଘଟିଛି । ଭୋଜି ଖାଇ ଅସୁସ୍ଥ ହୋଇ ପଡ଼ିଥିବା ଲୋକଙ୍କୁ ତୁରନ୍ତ ସୁନ୍ଦରଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି । ବିଷାକ୍ତ ଖାଦ୍ୟ ଖାଇ ଅସୁସ୍ଥ ହୋଇଥିବା ସନ୍ଦେହ ଉପୁଜିଛି ।

rourkela hospital

ସୁଚନାନୁସାରେ ଗତ ୨୭ ତାରିଖରେ ଗ୍ରାମରେ ଏକ ବାହାଘର ଭୋଜି ହୋଇଥିଲା । ଆଉ ଏହି ବିବାହ ଭୋଜି ଖାଇ ୩୦ ଅସୁସ୍ଥ ହୋଇଥିବା ବେଳେ ଜଣଙ୍କର ଞ୍ଚର ମୃତ୍ୟୁ ହୋଇଛି । ମୃତକ ଜଣକ ହେଲେ ଦେଓଗାଁର ଦୀପକ ମିଞ୍ଜ ।

ଗତ ୨୯ ତାରିଖରେ ପ୍ରଥମେ ସବଡେଗା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଚିକିତ୍ସାଧୀନ ହେବା ପରେ କିଛି ଜଣଙ୍କ ସ୍ୱାସ୍ଥ୍ୟ ଗୁରୁତର ହେବା କାରାଣରୁ ସେମାନଙ୍କୁ ରାଉରକେଲା ହସ୍ପିଟାଲ ଓ ସୁନ୍ଦରଗଡ ମୁଖ୍ୟ ଚିକିତ୍ସାଳୟକୁ ପଠାଯାଇଛି । ଅନ୍ୟପଟେ ଏହି ଘଟଣା ପରେ ଗୋଟିଏ ମେଡିକାଲ ଟିମ ଗାଁରେ ପହଁଞ୍ଚିଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+