ବସ୍ ଓଲଟି ଜଣେ ମୃତ, ୫ ଗୁରୁତର
Accident News: ଶ୍ରମିକଙ୍କୁ ନେଇ ଯାଉଥିବା ବେଳେ ଓଲଟିଲା ବସ୍, ଫଳରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୫ରୁ ଅଧିକ ଶ୍ରମିକ ଗୁରୁତର ଆହତ ହୋଇଥିବା ନେଇ ସୂଚନା । ହେମଗିରି ଥାନା ଡୁଲିଙ୍ଗା କୋଇଲା ଖଣିକୁ ଯିବା ବେଳେ ଏପରି ଅଘଟଣ ଘଟିଛି । ଗୁରୁତର ଶ୍ରମିକଙ୍କୁ ଝାରସୁଗୁଡ଼ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି ।













Click it and Unblock the Notifications