୨୪ରେ ଭୁବନେଶ୍ୱର ବନ୍ଦ ଡାକରା ଦେଲା ବିଜେଡି, ଜାଣନ୍ତୁ କାହିଁକି

୨୪ ତାରିଖ ଭୁବନେଶ୍ୱରରେ ଚଖଅଖ ବନ୍ଦ ଡାକରା। ଚାଲିବନି ଗାଡି଼ ମଟର। ଆସନ୍ତା ୨୪ରେ ୬ ଘଣ୍ଟିଆ ଭୁବନେଶର ବନ୍ଦ । ସକାଳ ୬ ରୁ ଦିନ ୧ ଟା ପର୍ଯ୍ୟନ୍ତ ବନ୍ଦ ପାଳନ କରିବ ବିଜେଡି। ଭରତପୁର ଥାନାରେ ମହିଳାଙ୍କୁ ନିର୍ଯ୍ୟାତନା ଘଟଣାକୁ ନେଇ ଭୁବନେଶ୍ୱର ବନ୍ଦ ପାଳନ କରିବ ବିଜେଡି। ସେଥିପାଇଁ ଏହି ବନ୍ଦ ଡାକରା କରାଯାଇଛି ବୋଲି କହିଛନ୍ତି ବିଜେଡି ସମନ୍ବୟ କମିଟି ଅଧ୍ୟକ୍ଷ ଦେବୀ ମିଶ୍ର । ଏଥିସହ ବିଜେଡି ସଭାପତି ନବୀନ ପଟ୍ଟନାୟକ SIT ତଦନ୍ତ ପାଇଁ କହିଛନ୍ତି ।

BJD

ବିଜେଡ଼ି ନେତାଙ୍କ କହିବା ଅନୁସାରେ, ଘଟଣାକୁ ଚପାଇ ଦିଆଯାଉଛି। ୧୪ ତାରିଖରେ ଘଟଣା ଘଟିଲା। ଯଦି ସରକାର ନ ଜାଣିଥିଲେ ହାଇକୋର୍ଟରେ ଜାମିନ ଦେବା ପୂର୍ବରୁ କାହିଁକି ୪ ପୋଲିସ କର୍ମଚାରୀଙ୍କୁ ନିଲମ୍ବନ କରାଗଲା। କୋର୍ଟ ବେଲ ଦେବା ପର୍ଯ୍ୟନ୍ତ ଘଟଣା ସାମ୍ନାକୁ ଆସିନଥିଲା।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+