ଅଲିଭ ରିଡ୍‌ଲେ କଇଁଛଙ୍କ ୫ ଲକ୍ଷ ୫୫ ହଜାର ୬୩୮ ଅଣ୍ଡା ଠାବ

ଓଡ଼ିଶା ଉପକୂଳ ଋ଼ଷିକୁଲ୍ୟା, ଦେବୀ ନଦୀ ମୁହାଣଠାରୁ ଅସ୍ତରଙ୍ଗ ପର୍ଯ୍ୟନ୍ତ ଅଞ୍ଚଳରେ ଅଲିଭ ରିଡ୍‌ଲେ କଇଁଛ ସମୁଦାୟ ୫ଲକ୍ଷ ୫୫ହଜାର ୬୩୮ଟି ଅଣ୍ଡା ଦେଇଛନ୍ତି । କୋଷ୍ଟଗାର୍ଡ, ବନ ବିଭାଗ ଓ ମତ୍ସ୍ୟ ବିଭାଗର ଯୁଗ୍ମ ସର୍ଭେ ରିପୋର୍ଟ ଅନୁସାରେ ଶୁକ୍ରବାର ଏହି ସୂଚନା ଦିଆଯାଇ ଛି।

ଋ଼ଷିକୁଲ୍ୟା ମୁହାଣର ୬୧୨୬ କଇଁଛଙ୍କ ଅଣ୍ଡାଦାନ ବସାରେ ୫,୫୧ ହଜାର ୨୩୮ ଅଣ୍ଡା ଥିଲାବେଳେ ଦେବୀନଦୀ ମୁହାଣର ୬୦ ବସାରେ ୫୪୦୦ ଅଣ୍ଡା ରହିଛି । କଇଁଛଙ୍କ ସୁରକ୍ଷା ନିରାପତ୍ତା ପାଇଁ କୋଷ୍ଟଗାର୍ଡ ପକ୍ଷରୁ ୨୯ଟି ପାଟ୍ରୋଲିଂ ଜାହାଜ ଜରିଆରେ ୧୩୮ଦିନ ଯାଞ୍ଚ କରାଯାଇଛି ।

Olive Ridley turtle

ଏହି ସମୟ ମଧ୍ୟରେ ୧୫୦ ମାଛଧରା ବୋଟ୍‌ ସର୍ବେକ୍ଷଣ କରାଯାଇଥିଲା । ୧୯୯୧ରୁ ଏପରି କଟକଣା ଲାଗୁ ହୋଇଛି। ତଟରକ୍ଷକ ବନ୍ୟପ୍ରାଣୀ ସୁରକ୍ଷା ଅଧିନିୟମ ୧୯୭୨ ଅନୁସାରେ ଏହି ବିରଳ କଇଁଛଙ୍କ ସୁରକ୍ଷା ପାଇଁ କୋଷ୍ଟଗାର୍ଡ ପକ୍ଷରୁ ପଦକ୍ଷେପ ନିଆଯାଇଥିବା କୁହାଯାଇଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+