ମାଛ ଧରିବା ହେଲା କାଳ, ନଦୀରେ ଭାସିଗଲେ ବୃଦ୍ଧ
Odisha News: ମାଛ ଧରିବାକୁ ଯାଇ ନଦୀରେ ଭାସିଗଲେ ବୃଦ୍ଧ । ଏପରି ଘଟଣା ବାଲେଶ୍ୱର ଜିଲ୍ଲା ସିଂଲା ଥାନା ଅନ୍ତର୍ଗତ ସାଉଡି ଗାଁରେ ଘଟିଛି । ତେବେ ମୃତ ବୃଦ୍ଧ ଜଣଙ୍କ ନାଁ ହେଲା ଶ୍ୟାମ ମାଝୀ । ସୂଚନା ଅନୁସାରେ, ଗତକାଲି ସେ ହଂସକରା ନଦୀକୁ ମାଛ ଧରିବା ପାଇଁ ଯାଇଥିଲେ ।

ଯାହା ପରେ ସେ ଆଉ ଘରକୁ ଫେରି ନଥିଲେ । ପରେ ପରିବାର ପକ୍ଷରୁ ଖୋଜାଖୋଜି ଆରମ୍ଭ ହୋଇଥିଲା ହେଲେ ତାଙ୍କର କୌଣସି ପତ୍ତା ମିଳିନଥିଲା । ହେଲେ ଆଜି ସାକାଳେ ନଦୀରେ ବୃଦ୍ଧଙ୍କର ମୃତ ଦେବ ଭାସୁଥିବାର ଦେଖି ପରିବାର ଏବଂ ପୋଲିସଙ୍କୁ ସୂଚନା ଦେଇଥିଲେ ଗ୍ରାମବାସୀ । ବର୍ତ୍ତମାନ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରୁଛି ପୋଲିସ ଷ












Click it and Unblock the Notifications