ସେପ୍ଚେମ୍ବର ୩ରୁ ଆରମ୍ଭ ହେବ ସ୍ପେସାଲ OJEE , ରାଜ୍ୟର ୨୮ଟି ସହରରେ ହେବ ପରୀକ୍ଷା

ସେପ୍ଚେମ୍ବର ୩ରୁ ଆରମ୍ଭ ହେବ ସ୍ପେସାଲ OJEE ,ରାଜ୍ୟର ୨୮ଟି ସହରରେ ହେବ ପରୀକ୍ଷା ,

ଭୁବନେଶ୍ୱର: ଆସନ୍ତା କାଲି ଅର୍ଥାତ୍ ସେପ୍ଟେମ୍ବର ୩ରୁ ଆରମ୍ଭ ହେବା ସ୍ପେଶାଲ ଓଜେଇଇ । ସେପ୍ଟେମ୍ବର ୩,୪,୭ ତାରିଖରେ ହେବ ପରିକ୍ଷା । ଏମବିଏ ,ବିଟେକ୍ ,ବି ଫାର୍ମା ବିଭାଗର ହେବ ପରୀକ୍ଷା । ସକାଳ ୯ରୁ ଆରମ୍ଭ ହୋଇ ସନ୍ଧ୍ୟା ୫ଟାରେ ସରିବ ପରୀକ୍ଷା । ୪ଟି ସିଫ୍ଟରେ ପରୀକ୍ଷା ଦେବେ ମୋଟ୍ ୨୮ ହଜାର ୬୨୦ ପରୀକ୍ଷାର୍ଥୀ ।

ojee.exam

ତେବେ ଏହି ପରିକ୍ଷା ରାଜ୍ୟର ୨୮ଟି ସହରରେ ମୋଟ୍ ୩୮ କେନ୍ଦ୍ରରେ ଅନୁଷ୍ଠିତ ହେବ । କୋଲକତା ,ରାଞ୍ଚି , ପାଟନାରେ ମଧ୍ୟ କେନ୍ଦ୍ର ରହିଛି । ସେହିପରି ପରୀକ୍ଷାର୍ଥୀ ମାନେ ନିଜ ଆବେଦନ ନମ୍ବର ଏବଂ ଜନ୍ମ ତାରିଖ ଦେଇ ଓଜେଇଇ ୱେବସାଇଟରୁ ନିଜ ଆଡମିଟ୍ କାର୍ଡ ଡାଉନଲୋଡ୍ କରିପାରିବେ । ଏ ନେଇ ଓଜେଇଇ କର୍ତ୍ତୁପକ୍ଷଙ୍କର ପକ୍ଷରୁ ସୂଚନା ଦିଆଯାଇଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+