ଆଜି ପ୍ରକାଶ ପାଇବ OJEE-୨୦୨୫ ରେଜଲ୍ଟ । ସନ୍ଧ୍ୟା ୫ରୁ ୬ ଭିତରେ ପ୍ରକାଶ ପାଇବ ରେଜଲ୍ଟ । nbsp;ojee.nic.in ୱେବ୍ ସାଇଟ୍ ରେ ଆସିବ ରାଙ୍କ୍ କାର୍ଡ । ଆନୁଷ୍ଠାନିକ ଭାବେ ଘୋଷଣା କରିବେ ବିଭାଗୀୟ ମନ୍ତ୍ରୀ ।