ସବୁ ଅଙ୍ଗନବାଡି ସେଣ୍ଟର ଓ ଶିଶୁ ଯତ୍ନ କେନ୍ଦ୍ରରେ ଲାଗିବ ତେଲ ବୋର୍ଡ, ଜିଲ୍ଲାପାଳମାନଙ୍କୁ ଗଲା ଚିଠି
ରାଜ୍ୟ ସରକାରକୁ ଜଙ୍କ୍ ଫୁଡ୍ ଓ ତେଲ ଚିନ୍ତା । ଜିଲ୍ଲାପାଳମାନଙ୍କୁ ଚିଠି କଲା ମହିଳା ଓ ଶିଶୁ ବିକାଶ ବିଭାଗ । ସବୁ ଅଙ୍ଗନବାଡି ସେଣ୍ଟର ଓ ଶିଶୁ ଯତ୍ନ କେନ୍ଦ୍ରରେ ଲାଗିବ ତେଲ ବୋର୍ଡ । କେଉଁ ଖାଦ୍ୟରେ କେତେ ତେଲ ଅଛି ଦର୍ଶାଇବାକୁ କଡ଼ା ନିର୍ଦ୍ଦେଶ । ଉଭୟ ଓଡ଼ିଆ ଏବଂ ଇଂରାଜୀରେ ବୋର୍ଡ ଲଗାଇବା ପାଇଁ ନିର୍ଦ୍ଦେଶ। ଛଣା ଖାଦ୍ୟରେ କେତେ ତେଲ ବ୍ୟବହାର ହୋଇଛି ଦର୍ଶାଇବା ଜରୁରୀ।













Click it and Unblock the Notifications