ପ୍ରଧାନମନ୍ତ୍ରୀଙ୍କୁ ଭେଟିଲେ ଓଡ଼ିଶାର ବିଜେପି ସାଂସଦ
ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଭେଟିଲେ ଓଡିଶାର ସମସ୍ତ ବିଜେପି ସାଂସଦ । ସଂସଦ ପରିସରରେ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟରେ ମୋଦିଙ୍କୁ ଭେଟିଛନ୍ତ ଓଡ଼ିଶାର ସମସ୍ତ ୨୦ ବିଜେପି ଲୋକସଭା ଓ ଜଣେ ରାଜ୍ୟସଭା ସାଂସଦ ।

ବିଜେପି ସାଂସଦ ସାକ୍ଷାତ କାଳରେ ନିଜ ସଂପର୍କରେ ମୋଦିଙ୍କୁ ଜଣାଇବା ସହ କେତେ ଥର ନିର୍ବାଚିତ ହୋଇଛନ୍ତି ତାହା ଜଣାଇଛନ୍ତି । ନିଜ ସଂସଦୀୟ କ୍ଷେତ୍ରରେ ବଜେଟ ନେଇ ପ୍ରତିକ୍ରିୟା ସଂପର୍କରେ ପଚାରି ବୁଝିଛନ୍ତି ପ୍ରଧାନମନ୍ତ୍ରୀ ମୋଦି ।












Click it and Unblock the Notifications