ମହିଳା କମିଶନରେ ମେ' ୧୩ ଯାଏଁ ବନ୍ଦ ରହିଲା ଶୁଣାଣୀ ପ୍ରକ୍ରିୟା: ଜାଣନ୍ତୁ, କାହିଁକି ନିଆଗଲା ଏଭଳି ନିଷ୍ପତ୍ତି ?
ଆସନ୍ତା ମେ' ୧୩ ଯାଏଁ ରାଜ୍ୟ ମହିଳା କମିଶନରେ ବନ୍ଦ ରହିଲା ସମସ୍ତ ଶୁଣାଣୀ ପ୍ରକ୍ରିୟା । ରାଜ୍ୟରେ ରାଜି ରହିଥିବା ମହାମାରୀ କରୋନା ପାଇଁ ଏଭଳି ନିଷ୍ପତି ନେଇଛନ୍ତି ଓଡିଶା ମହିଳା କମିଶନ ।
ଭୁବନେଶ୍ବର: ବନ୍ଦ ରହିଲା ରାଜ୍ୟ ମହିଳା କମିଶନ । ଆସନ୍ତା ମେ' ୧୩ ଯାଏଁ ରାଜ୍ୟ ମହିଳା କମିଶନରେ ବନ୍ଦ ରହିଲା ସମସ୍ତ ଶୁଣାଣୀ ପ୍ରକ୍ରିୟା । ରାଜ୍ୟରେ ରାଜି ରହିଥିବା ମହାମାରୀ କରୋନା ପାଇଁ ଏଭଳି ନିଷ୍ପତି ନେଇଛନ୍ତି ଓଡିଶା ମହିଳା କମିଶନ ।

ଏନେଇ ମହିଳା କମିଶନ ଆବାହକ ସଚିବ ସୂଚନା ଦେଇଛନ୍ତି । ଏକ ପ୍ରେସ ବିଜ୍ଞପ୍ତି ମାଧ୍ୟମରେ ଏହା ସୂଚନା ଦିଆଯାଇଛି ଯେ, ରାଜ୍ୟ ମହିଳା କମିସନ ତାର ସମସ୍ତ କେସର ଶୁଣିଣା ଆସନ୍ତା ମେ 1 ତାରିଖରୁ ମେ 13 ତାରିଖ ଯାଏଁ ବାତିଲ କରି ଅଛି । ପରପର୍ତ୍ତୀ ଶୁଣିଶୀ ପକ୍ଷମାନଙ୍କୁ ଚିଠି ମାଧ୍ୟମରେ ଜଣାଇ ଦିଆଯିବ ।












Click it and Unblock the Notifications