ଫୁଲବାଣୀ ସବୁଠୁ ଥଣ୍ତା ସହର
ରାଜ୍ୟରେ କମୁଛି ରାତ୍ରି ତାପମାତ୍ରା । ୧୦ ଡିଗ୍ରୀ ତଳେ ରହିଛି ୯ଟି ସହରର ତାପମାତ୍ରା । ଫୁଲବାଣୀ ୭.୫ ଡିଗ୍ରୀ, କୋରାପୁଟ ୮.୮, ଝାରସୁଗୁଡ଼ା ଓ ଅନୁଗୁଳ ୯, ଦାରିଙ୍ଗବାଡ଼ି ୯.୫, ଭବାନୀପାଟଣା ୯.୯, କେନ୍ଦୁଝର ୧୦.୪, ହୀରାକୁଦ ୧୧.୬, ସମ୍ବଲପୁର ୧୧.୯ ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଛି ।













Click it and Unblock the Notifications