୧୫ ଡିଗ୍ରୀ ତଳେ ୧୯ ସହର ରାତ୍ରୀ ତାପମାତ୍ରା
୧୫ ଡିଗ୍ରୀ ତଳେ ୧୯ ସହର ରାତ୍ରୀ ତାପମାତ୍ରା
ଭୁବନେଶ୍ୱର: ଆଗାମୀ ୨୪ ଘଣ୍ଟା ମଧ୍ୟରେ ରାଜ୍ୟର ବଢିବ ଶୀତ । ଅଧିକାଂଶ ସ୍ଥାନର ରାତିର ତାପମାତ୍ରା ୨ ରୁ ୩ ଡିଗ୍ରୀ ପର୍ଯ୍ୟନ୍ତ ହ୍ରାସ ପାଇବା ନେଇ ସୂଚନା ରହିଛି । ଆଜି ୧୫ ଡିଗ୍ରୀ ତଳେ ରହିଛି ୧୯ ସହରର ରାତି ତାପମାତ୍ରା । ୯.୫ ଡିଗ୍ରୀ ସହ ସୁନ୍ଦରଗଡ଼ର କିରେଇ ସବୁଠୁ ଥଣ୍ତା ସହର । ଜି. ଉଦୟଗିରି ୧୦, ଦାରିଙ୍ଗିବାଡ଼ି ଓ ଫୁଲବାଣୀ ୧୦.୫ ଡିଗ୍ରୀ । ଭୁବନେଶ୍ୱର ୧୪.୫ ଡିଗ୍ରୀ, କଟକର ତାପମାତ୍ରା ୧୫ ଡିଗ୍ରୀ ରେକର୍ଡ କରାଯାଇଛି ।













Click it and Unblock the Notifications