କେଉଁଦିନ କେଉଁ ଲୋକସଭା ପାଇଁ ଭୋଟ୍ ଦେବ ଓଡ଼ିଶା ? ପଢ଼ନ୍ତୁ ଆଉ ଜାଣନ୍ତୁ
ଓଡ଼ିଶାରେ ୪ ପର୍ଯ୍ୟାୟର ଭୋଟ୍ ହେବ । ୧୩ ମଇରୁ ଓଡ଼ିଶାରେ ଭୋଟ । ରାଜ୍ୟରେ ମେ ୧୩, ମେ ୨୦, ମେ ୨୫ ଏବଂ ଜୁନ୍ ୧ରେ ଭୋଟ ଗ୍ରହଣ ହେବ । ଜୁନ୍ ୪ ତାରିଖରେ ସାରା ଦେଶରେ ଭୋଟ ଗଣତି ହେବ । ଲୋକସଭା ଓ ବିଧାନସଭା ଭୋଟ ଗଣତି ହେବ । ଜୁନ୍ ୪ ମଙ୍ଗଳବାର ଦିନ ହେବ ଭୋଟ ଗଣତି ।
ମଇ ୧୩ରେ କଳାହାଣ୍ଡି, ନବରଙ୍ଗପୁର, ବ୍ରହ୍ମପୁର ଓ କୋରାପୁଟରେ ନିର୍ବାଚନ ହେବ । ମଇ ୨୦ ରେ ବରଗଡ଼, ସୁନ୍ଦରଗଡ, କନ୍ଧମାଳ , ବଲାଙ୍ଗିର , ଆସ୍କାରେ ନିର୍ବାଚନ ହେବ । ସମ୍ବଲପୁର, କେନ୍ଦୁଝର, ଢେଙ୍କାନାଳ, କଟକ , ପୁରୀ , ଭୁବନେଶ୍ଵରରେ ମଇ ୨୫ ରେ ନିର୍ବାଚନ ହେବ ।

ସେହିପରି ଜୁନ ୧ ତାରିଖରେ ମୟୂରଭଞ୍ଜ, ବାଲେଶ୍ଵର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, ଜଗତସିଂହପୁରରେ ଜୁନ ୧ରେ ନିର୍ବାଚନ ହେବ ।












Click it and Unblock the Notifications